Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା
ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସର୍ବେଶ୍ଵର ବେହେରାଙ୍କ ଝିଅ କଣ୍ଢେଇ ବେହେରା ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି!-->…
ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର
ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତଦେହ ଦୋକାନ ଭିତରୁ ଉଦ୍ଧାର ହୋଇଛି । ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଦୋକାନ ଭିତରେ!-->…
ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି
ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି ।
ଖବର ଅନୁଯାୟୀ, ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ!-->!-->!-->…
ରାସ୍ତାକଡରୁ ନବଜାତକ ଉଦ୍ଧାର
ଆନନ୍ଦପୁର ୦୬/୧୦: ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା । ମିଠିଗାଁ ରାସ୍ତା କଡରେ ଏକ ସଦ୍ୟଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି କିଛି ସ୍ଥାନୀୟ ଯୁବକ । ଶିଶୁଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ଶିଶୁଟିର!-->…
ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ
କୁଚିଣ୍ଡା ୦୬।୧୦ : ପୁଣି ୨ଟି ହାତୀର ମୃତଦେହ ଠାବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ଦୁଇଟି ହାତୀର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବଡ଼ରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ!-->!-->!-->…
ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
ରାୟଗଡ଼ା ୦୬।୧୦ : ରାୟଗଡ଼ା ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ରାୟଗଡ଼ାରୁ କୋରାପୁଟ ଯିବା ସମୟରେ ଅଧାରାସ୍ତାରେ ଏକ ବାଇକ!-->!-->!-->…
୩ କୁଖ୍ୟାତ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ
ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟରାଜପଥ ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ କଳମା ଛକରୁ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିବା ସହିତ ୩ଜଣ କୁଖ୍ୟାତ ଆନ୍ତଃଜିଲ୍ଲା ପେସାଦାର ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ । ଏହି ୩ ଅଭିଯୁକ୍ତଙ୍କୁ ମଙ୍ଗଳବାର!-->…
ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା
ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା।
ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ!-->!-->!-->…
ଗୋପାଳପୁର ସମୁଦ୍ରରେ ଭାସିଗଲେ ଯୁବକ
ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ସମୁଦ୍ରରେ ୪ଜଣ ଯୁବକ ଗାଧୋଉଥିବା ବେଳେ ଭାସିଯାଇଥିଲେ । ହେଲେ ଘଟଣାସ୍ଥଳରୁ ଲାଇଫଗାର୍ଡ ସଦସ୍ୟ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ, ଏବେ ବି ଜଣେ ନିଖୋଜ ରହିଛନ୍ତି ।!-->…
ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ଠକିନେଲେ ୪୮ ହଜାର ଟଙ୍କା
ଭୁବନେଶ୍ବର; ସ୍କୁଟି ଦେବା ନାଁରେ ଠକେଇ । ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ୪୮ ହଜାର ୫୦୦ ଟଙ୍କା ଠକିନେଲେ ସାଇବର୍ ଠକ। ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲ ଠକେଇର ଶିକାର ହୋଇଛନ୍ତି । ଦୁଇଟି କିସ୍ତିରେ ୪୮ ହଜାର ଠକେଇ ହୋଇଛି । ଅଭିଯୋଗ ଅନୁଯାୟୀ, ଆଲୋକ ଓଲା ଆପ୍ରେ ସ୍କୁଟି ବୁକ୍!-->…