Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଘରେ ପଶୁଥିଲେ ଲୁଟେରା, ପାଟି କରିବାରୁ ଘର ମାଲିକଙ୍କୁ ହତ୍ୟା
ଯାଜପୁର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ । ଚୋରି କରିବାକୁ ଯାଇଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବରି ବ୍ଲକ ଚଟୁମାରି ଗାଁର ବିଶ୍ୱରଞ୍ଜନ ବିଶ୍ୱାଳ । ଗତକାଲି ରାତିରେ ବିଶ୍ୱରଞ୍ଜନ ଘର ବାରଣ୍ଡାରେ ଶୋଇଥିଲେ ।
ଚୋର!-->!-->!-->…
ଜଙ୍ଗଲରୁ ପୁଣି ଏକ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ନାଫ୍ରି ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ହାତୀ ଶାବକର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ।
ମଙ୍ଗଳବାର ସକାଳୁ ବନ!-->!-->!-->…
ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ
କଟକ: ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ ହୋଇଛି। କଲ୍ୟାଣୀ ମେଡିକାଲ ଷ୍ଟୋର ଏକ୍ସପାରି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସର ଏକ୍ସପାରି ରକ୍ତଚାପ ଔଷଧ ବିକ୍ରି!-->…
ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ
ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି!-->…
ରାଇରଙ୍ଗପୁର ସହରରେ ସେକ୍ସ ରାକେଟ ! ଚଢାଉ ବେଳେ ଉଦ୍ଧାର ହେଲେ ୨ ମହିଳା, ୩ ଯୁବକ ଗିରଫ
ରାଇରଙ୍ଗପୁର: ରାଜଧାନୀଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ଏବେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଛି । ରାଇରଙ୍ଗପୁର ସହରରେ ମଧ୍ୟ ସକ୍ରିୟ ହେଉଛି ସେକ୍ସ ରାକେଟ ! ସହରର ବିଭିନ୍ନ ହୋଟେଲ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲି ଆସୁଥିବା ବେଳେ ପାର୍ବଣ ଋତୁରେ ପୋଲିସକୁ ଚକମା ଦେବା!-->…
କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ
କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ!-->…
PFI ସଂଗଠନ ବିରୋଧରେ NIA ର ବଡ ଆକ୍ସନ, ୮ ରାଜ୍ୟରେ ଚଢାଉ
ନୂଆଦିଲ୍ଲୀ୨୭/୦୯: ପିଏଫ୍ଆଇ ଉପରେ ଏନ୍ଆଇଏର ପୁଣି ରେଡ୍ । ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି । ଏହା ଦ୍ୱିତୀୟ ରାଉଣ୍ଡ ରେଡ୍ ବୋଲି କୁହାଯାଉଛି ।
!-->!-->…
କଟକ ରୋଡ୍ସ୍ଥିତ ରେନ୍ ଦି କ୍ଲବ୍ ବାର୍ ଉପରେ ବୋମାମାଡ଼
ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁଣିଥରେ ଅଶାନ୍ତ ରାଜଧାନୀ । ଫୁଟିଲା ବୋମା। ଗତକାଲି ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍ସ୍ଥିତ ରେନ୍ ଦି କ୍ଲବ୍ ବାର୍ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି।
ଗୋଟେ କି ୨ଟା ନୁହେଁ, ବାର୍ ଉପରକୁ ଏକାବେଳେ ୪ଟି!-->!-->!-->…
ଧଳା ଜହର ବଳୟରେ ବ୍ରହ୍ମପୁର..! : ଫଳ ବିକାଳି ମହିଳାଙ୍କ ପାଖରୁ ମିଳିଲା ୧୨୭ ଗ୍ରାମ୍ ବ୍ରାଉନସୁଗର
ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଠେଲା ଗାଡିରେ ଫଳ ବିକ୍ରି କରୁଥିବା ଜଣେ ମହିଳାଙ୍କ ନିକଟରୁ ସୋମବାର ୧୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଗିରଫ ମହିଳା ଜଣକ ହେଲେ ଗେଟବଜାରର ସୁକାନ୍ତି ବେହେରା। ଜବତ ବ୍ରାଉନସୁଗର୍ର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ!-->…
ଠିକାଦାରଙ୍କ ଠାରୁ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ…
ବ୍ରହ୍ମପୁର: ଜଣେ ଠିକାଦାରଙ୍କ ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସରେ ଧରା ପଡ଼ିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ସେ ହେଲେ ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ଯନ୍ତ୍ରୀ ବଂଶୀଧର ପରିଡ଼ା। ଭିଜିଲାନ୍ସର ୮ ଜଣିଆ ଟିମ ବଂଶୀଧରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର!-->…