Browsing Category

ଅପରାଧ

SCBରେ ଶିଶୁ କନ୍ୟା ଗାଏବ ପରେ ମିଳିଲା ପତ୍ତା

କଟକ ୨୭।୦୯ : ଏସସିବିରୁ ନିଖୋଜ ଶିଶୁ କନ୍ୟାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରସୂତି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ନବଜାତ ଶିଶୁ କନ୍ୟା ଗତକାଲି ଅପରାହ୍ନରେ ହଠାତ ଗାଏବ ହୋଇ ଯାଇଥିଲ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ପୋଲିସ…

ପୁଣି ଜେଲ୍ ରେ କଏଦୀ ମୃତ୍ୟୁ

ବୌଦ୍ଧ : ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାର । ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ ଆସିଥିଲେ ଜେଲ କର୍ମଚାରୀ । ସେପଟେ ଆଜି ପୁଣି ଜେଲ୍ ରେ ଜଣେ କଏଦୀ ମୃତ୍ୟୁ । ଜଣେ ବିଚାରାଧୀନ କଏଦୀଙ୍କ…

ବ୍ୟାଙ୍କ ଅଫ ବରୋଦାରେ ଭୟଙ୍କର ଅଗ୍ନିକାଣ୍ଡ

ବାରିପଦା ୨୭/୦୯: ବାରିପଦା ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । କୌଣସି କାରଣ ବଶତଃ ଆଜି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୋପ ଅଧିକ ରହିଛି । ରାତିରେ ଶାଖା ବନ୍ଦ ଥିବା ବେଳେ ଭିତରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିର ଶିଖା…

ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା

ରାଉରକେଲା ୨୭।୦୯ : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା । ରାଉରକେଲା ଡେଲି ମାର୍କେଟ ସ୍ଥିତ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି ରମେଶ । ତେବେ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ…

ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଡିଓ

ବଲାଙ୍ଗିର: ଭିଜିଲାନ୍ସ, ଜାଲରେ ଗୁଡ଼ଭେଲା ବିଡିଓ । ଗୁଡ଼ବେଲା ଭିଡିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ବିନୋଦ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ…

ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କା

ରାଉରକେଲା ୨୬।୦୯ : ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁରୁ ଏହି ଲୁଟ୍‌ ଘଟଣା ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଭୁଜାଲି, କଟୁରୀ…

ବ୍ରହ୍ମପୁରରେ ବ୍ରାଉନ୍ ସୁଗାର ଜବତ, ଜଣେ ମହିଳା ଗିରଫ…

ବ୍ରହ୍ମପୁର ୨୬/୦୯: ବ୍ରହ୍ମପୁରରେ ବଢିବାରେ ଲାଗିଛି ଧଳାଜହର କାରବାର । ରେଶମ ସହରରୁ ପୁଣିଥରେ ଜବତ ହୋଇଛି ବ୍ରାଉନ୍ ସୁଗାର । ଏହି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳାଙ୍କ ପରିଚୟ ହେଉଛି ସୁକାନ୍ତି ବେହେରା । ଗେଟବଜାର ଅଞ୍ଚଳରେ ଘର ବୋଲି ଜଣାପଡ଼ିଛି । ସିଟି…

ମାଲକାନଗିରି ସୀମାନ୍ତରେ ମାଓ ମେଳି

ମାଲକାନଗିରି ୨୬।୦୯ : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ମେଳି ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ । ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ସରକାରଙ୍କ ବିରୁଦ୍ଧରେ ଭାଷଣ ଦେଉଛନ୍ତି ଆଗ…

ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି ପୋଲିସ ବାବୁ

କୋରାପୁଟ ୨୬।୦୯ : ଟ୍ରାଫିକ ପୋଲିସଙ୍କ ଦବଙ୍ଗଗିରି। ମାନୁ ନାହାନ୍ତି ଆଇନ୍ କାନୁନ୍। ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି। ଏନେଇ ବିରୋଧ କଲେ କରୁଛନ୍ତି ହଙ୍ଗାମା। ଏଭଳି କିଛି ମୋବାଇଲ ଭିଜୁଆଲ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଖବର ଅନୁଯାୟୀ,…

ଦୋକାନରେ ନିଆଁ ଲାଗି ଦୁଇ ଗୁରୁତର, ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡ଼ି ପାଉଁଶ

ବାଲିପାଟଣା ୨୬/୦୯: ବାଲିଅନ୍ତା ଥାନା ବାଳକାଟି ବଜାରରେ ଏକ ମୋବାଇଲ୍ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡରେ ପୋଡ଼ି ହୋଇ ୨ ଜଣ ଗୁରୁତର ହୋଇ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡି ପାଉଁଶ…