Browsing Category

ଅପରାଧ

ଟ୍ରକ୍ ଧକାରେ ଯୁବକ ମୃତ

ନିଶ୍ଚିତକୋଇଲି ୨୩/୦୯: ଟ୍ରକ୍ ଧକ୍କାରେ ଯୁବକ ମୃତ। ନିଶ୍ଚନ୍ତକୋଇଲି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ସୁକରପଡା ବଜାରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ଗୋତରା ପଞ୍ଚାୟତ ଆପିଲୋ ଗ୍ରାମର ସୁବାସ ପଣ୍ଡାଙ୍କ ୪୨ ବର୍ଷୀୟ ପୁଅ ମାନସ…

ବ୍ୟାଗ୍‌ରୁ ମିଳିଲା ନବଜାତର ମୃତଦେହ

ଭଦ୍ରକ ୨୩।୦୯ : ମେଡିକାଲ ପରିସରରୁ ନବଜାତ ଉଦ୍ଧାର । ଜନ୍ମ ପରେ ନବଜାତକୁ ବ୍ୟାଗ୍‌ରେ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ, ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା…

ଅଜଣା ଗାଡି ଧକ୍କାରେ ଦୁଇ ମୃତ

ପଟ୍ଟାମୁଣ୍ଡାଇ: ଅଜଣା ଗାଡି ଧକ୍କାରେ ଦୁଇ ମୃତ ଜଣେ ଗୁରୁତର । ରାଜକନିକା ପେଗର ପଡା ଚଡେଇଖିଆ ନାଳ ପାଖରେ ଅଘଟଣ । ତିନି ଜଣ ସାଙ୍ଗ ଗୋଟିଏ ବାଇକ ନିଜ ଘରକୁ ଫେରିବା ସମୟରେ ଅଘଟଣ । କେହି ଅଜଣା ଗାଡି ପିଟି ଚାଲି ଯାଇଥିବା ସନ୍ଦେହ । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ…

ରାଜଧାନୀରେ ଚୋରି ଉଦ୍ୟମ ବିଫଳ, ବନ୍ଧୁକ ନାଁ ଶୁଣି ଚୋର ଚମ୍ପଟ

ଭୁବନେଶ୍ୱର: ରାଜଧାନୀରେ ଚୋରି ଉଦ୍ୟମ ବିଫଳ । ବନ୍ଧୁକ ନାଁ ଶୁଣି ଚୋର ମାରିଲା ଚମ୍ପଟ । ଘର ମାଲିକର ଉପସ୍ଥିତ ବୁଦ୍ଧିଯୋଗୁ ଚୋରିରୁ ବର୍ତ୍ତିଗଲେ । ଭୁବନେଶ୍ବରର ଭିଏସଏସ୍ ନଗରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଓ କୌତୁହଳ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ଘର ଝରକା ଭାଙ୍ଗି…

୪ ଫୁଟ୍‌ ଲମ୍ୱର ବଜ୍ରକାପ୍ତା ଉଦ୍ଧାର

ସାଲେପୁର, ୨୨/୦୯: କିଶନ ନଗର ଥାନା ସିର୍ଲୋ ବରମମ୍ପୁରରୁ ଏକ ବଜ୍ରକାପ୍ତା ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛି । ବଜ୍ରକାପ୍ତାଟିର ଲମ୍ବା ପ୍ରାୟ ୪ ଫୁଟ ହେବ। ବଜ୍ରକାପ୍ତାଟିକୁ ଚୋରି କରି ବିକ୍ରି କରିବା ପାଇଁ ନେଉଥିବା ବେଳେ ଧରାପଡ଼ିଯିବା ଭୟରେ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଗଲା ଶିଶୁ ପୁତ୍ର, ୪ ଘଣ୍ଟାପରେ ଉଦ୍ଧାର

ରାୟଗଡ଼ା, ୨୨/୦୯: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ଶିଶୁ ପୁତ୍ର ୪ ଘଣ୍ଟା ପରେ ଉଦ୍ଧାର ହୋଇଛି । ଜଣେ ପୁରୁଷ ଚୋରି କରିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ସ୍ପଷ୍ଟ ଦେଖିବାକୁ ମିଳିଛି । ଶିଶୁପୁତ୍ରକୁ ଦୁଇ ଜଣ ମହିଳା ହସ୍ତାନ୍ତର କରିଛନ୍ତି । ରାୟଗଡ଼ା ବ୍ଲକ ବାଲେଷର ଗ୍ରାମର ପେଶୁ…

୫୧ ଗ୍ରାମର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା ୨୨।୦୯ : ୫୧ ଗ୍ରାମର ବ୍ରାଉନସୁଗାର ଜବତ। ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହୋଇଛି । ଏହାସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ…

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ

କୋଣାର୍କ: ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ୍‌। ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ ହେବା ଦେଖାଦେଲା ଉତ୍ତେଜନା । ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି। …

ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାମ ସୁଜାତା ରଥ ବୋଲି ଜଣାପଡ଼ିଛି । ସୁଜାତାଙ୍କ…

ରାଜପଥରେ ଓଲଟି ପଡ଼ିଲା ଟ୍ରକ୍‌, ବୋହିନେଲେ ଛେଳି !

ଭଦ୍ରକ: ଓଲଟି ପଡିଲା ଛେଳି ବୋଝେଇ ଟ୍ରକ । ଦୁର୍ଘଟଣାର ସୁଯୋଗ ନେଇ ଶତାଧିକ ଛେଳିଙ୍କୁ ନେଇଗଲେ ଚୋର । ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଆସିଛି ଏହି ଅଭିଯୋଗ । ଭଣ୍ଡାରିପୋଖରୀ ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ତିନିଶହରୁ ଅଧିକ ଛେଳି ନେଇଯାଉଥିବା ଟ୍ରକ ଭାରସାମ୍ୟ ହରାଇ…