Browsing Category

ଅପରାଧ

ସହିପାରିଲେନି ଝିଅର ଅତ୍ୟାଚାର ! ନଦୀକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର ୧୩।୦୯ : ଆତ୍ମହତ୍ୟା ଉଦ୍ୟମ ପଣ୍ଡ । ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଜିମାଦେଲେ ସ୍ଥାନୀୟଲୋକେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଡଙ୍ଗାଘାଟି ନିକଟରେ ଘଟିଛି ଘଟଣା । ଖବର ଅନୁଯାୟୀ, ଘସିପୁରା ଥାନା ପଡିଆପାଳ ଗାଁରେ ରୁହନ୍ତି କୌଶଲ୍ୟା ସେଠୀ । ତାଙ୍କର…

ଗଞ୍ଜେଇ ଯାଞ୍ଚବେଳେ ବସ୍‍ ଭିତରୁ ମିଳିଲା ୩୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ପୁଣି ଥରେ ବସ୍‍ ଭିତରୁ ପୁଳାପୁଳା ଟଙ୍କା ମିଳିବାକୁ ନେଇ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ ଥରେ ଏକ କୋଟି ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମଙ୍ଗଳବାର ମିଳିଛି ନଗଦ ୩୨ ଲକ୍ଷ ଟଙ୍କା।ପ୍ରାଥମିକ ସୂଚନା ଅନୁଯାୟୀ, ବସ୍‍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ…

ଦୁଇ ମହଲା ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା

ଢେଙ୍କାନାଳ ୧୩/୦୯: ଦୁଇ ମହଲା ଛାତରୁ ଡେଇଁ ପଡିଲେ ଫାୟାର ମ୍ୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଦମକଳ କେନ୍ଦ୍ରରେ ଘଟିଛି ଏପରି ଅଭାନୀୟ ଘଟଣା । ମୃତକ ହେଲେ…

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ମୃତଦେହ

ଭୁବନେଶ୍ୱର ୧୩।୦୯ : ରାଜଧାନୀ​ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ରୁମ୍‌ରେ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତ ଛାତ୍ର ଜଣଙ୍କ ପାରିକୁଦ ଅଞ୍ଚଳର, ତାଙ୍କ ନାମ ସୂର୍ଯ୍ୟ ପ୍ରକାଶ ପଲେଇ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାଜଧାନୀ ଇନ୍‌ଫୋଭାଲି ଥାନା ଅଧିନ ଏକ ଘରୋଇ କଲେଜ…

୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶିଲା କାର୍

ଭୁବନେଶ୍ୱର ୧୩।୦୯: ଏୟାରପୋର୍ଟ୍ ପରିସରରେ ଥିବା ସିକ୍ୟୁରିଟି କେବିନ ନଂ ୧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫିଲ୍ମ ଷ୍ଟାଇଲରେ ଉଡିଲା କାର। ଭାଙ୍ଗିଲା ୩୦ ଫୁଟ୍ ପାଚେରୀ। ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇ ୩୦ ଫୁଟ୍ ପାଚେରୀ ଡେଇଁବା ସହ ପାଚେରୀ ଭାଙ୍ଗି ଏୟାପୋର୍ଟ ପରିସରକୁ ପଶିଲା…

ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର

ଭଦ୍ରକ: ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ…

ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର

କଳାହାଣ୍ଡି: ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର । କଳାହାଣ୍ଡି ଜିଲ୍ଲା ଶଗଡ଼ା ସେକ୍ସନର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଗିରଫ । ତାଙ୍କଠାରୁ ନଗଦ ୨ ଲକ୍ଷ ୩ ହଜାର ଟଙ୍କା ଜବତ ହୋଇଛି । ସେ ଗତ ରାତିରେ ଭବାନୀପାଟଣା ଯାଉଥିବା ବେଳେ ତାଙ୍କୁ ବାଟରେ ଅଟକାଇ ଯାଞ୍ଚ କରିଥିଲେ ଭିଜିଲାନ୍‌ସ…

ଥାନା ଭିତରେ ପଶି ପୋଲିସକୁ ପିଟିଲେ

ପାରଳାଖେମୁଣ୍ଡି: ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି । ଗତ…

କୋଟଗଡ଼ ଥାନାଅଧିକାରୀ ଙ୍କ ଗୁଣ୍ଡାରାଜ : ହୋମଗାର୍ଡ ଆଣିଲେ ଅଭିଯୋଗ…

ଖାକୀର ଖାକୀ ଉପରେ ଜୁଲମ...! ଫୁଲବାଣୀ:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଥିବା କୋଟଗଡ଼ ଥାନା ଅଧିକାରୀ ଆଇ ଆଇ ସି ଧିରଜ ଲେଙ୍କା ହୋମଗାର୍ଡ କର୍ମଚାରୀ ମାନଙ୍କୁ କୁକୁର ବୁଲେଇବା ପାଇଁ କହି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଇଛି…