Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚିକିତ୍ସା ଅବହେଳାରୁ ରୋଗୀ ମୃତ, ହସ୍ପିଟାଲରେ ଉତ୍ତେଜନା
ଢେଙ୍କାନାଳ: ବାରମ୍ବାର ଡାକିଲେ ମଧ୍ୟ ଆସିଲେନି ଡାକ୍ତର । ଫଳରେ ଚିକିତ୍ସା ନପାଇ ଶଯ୍ୟାରେ ପଡି ପଡି ଚାଲିଗଲା ରୋଗୀର ଜୀବନ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଦେଖିବାକୁ ମିଳିଛି ଏପରି ଅଭାନୀୟ ଘଟଣା । ଆଉ ଏହି ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ!-->…
ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ…
ଫୁଲବାଣୀ:- ମହିଳା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ।ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନାରେ । ଆଜି ସକାଳେ ଜି .ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ!-->…
ଜାଲ୍ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ
ବୌଦ୍ଧ: ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ କିନ୍ତୁ ନକଲି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡିପାରୁନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ!-->…
ବନ୍ୟା ସୁଅରେ ଭାସି ଯୁବକ ମୃତ
କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କର ମୃତ୍ୟୁ । ମୃତକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡା ଗ୍ରାମର ସୁନୀଲ ସାହୁ(୨୧) । ସଉଦା ଆଣିବା ପାଇଁ ବଜାର ଯାଉଥିବା ସମୟରେ ସାଇକେଲ ସହ ବନ୍ୟା ସୁଅରେ ଭାସିଗଲେ ।
!-->!-->!-->…
ଗାଁକୁ ଫେରିଲା ନିଖୋଜ ବାସୁଦେବଙ୍କ ଶବ, ମୃତକ ପରିବାରକୁ ନ୍ୟାୟ ଦାବୀରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହିର ବାସୁଦେବ ପ୍ରଧାନ ନିଖୋଜ ଘଟଣାକୁ ୬ଦିନ ବିତିଥିବାବେଳେ ଗିତକାଲି ତାଙ୍କ ମୃତଦେହ କୁ କଟକ ଜିଲ୍ଲା ଜଗତପୁର ନଦୀ ନିକଟରୁ ଉଦ୍ଧାର କରିଥିଲା ।ଶବ ଜବତ ହୋଇ ଚିହ୍ନଟ ପରେ କଟକ ଏସସିବି ମେଡିକାଲରେ ରେ ବ୍ୟବଛେଦ ହୋଇ ଆଜି ପରିବାରକୁ!-->…
ଟାଙ୍ଗୀରେ ବ୍ରାଉନସୁଗାର ସହ ଜଣେ ଗିରଫ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର!-->…
ଥାନାରେ ପୁଲିସକୁ ଆକ୍ରମଣ କରି ବନ୍ଧା ହେଲେ ଦୁଷ୍କର୍ମ ପୀଡ଼ିତା
ଭୁବନେଶ୍ବର : ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ମହିଳା ଥାନା ପୁଲିସ ଗିରଫ କରିଛି। କଥାଟା ଶୁଣିବାକୁ ବିସ୍ମୟକର ମନେ ହେଉଥିଲେ ବି ସତ। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନ୍ୟାୟ ପାଇଁ ୭ ମାସ କାଳ ବାରମ୍ବାର ଥାନାକୁ ଦୌଡ଼ି ହତାଶ ହେବା ପରେ ପୀଡ଼ିତା ପୁଲିସକୁ!-->…
ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା ଦନ୍ତା
ଅନୁଗୋଳ: ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବବଗିଚାରେ।!-->…
ପ୍ରଜ୍ଞା ପାରମିତାଙ୍କ ମୃତଦେହ ମିଳିବା ଘଟଣା, ସିସିଟିଭି ଫୁଟେଜରେ ରହସ୍ୟଜନକ ୧ ଘଣ୍ଟା
ଭୁବନେଶ୍ୱର: ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ରାତିରେ ପଡୋଶୀଙ୍କ ଘରେ ଭୋଜିଭାତ ପରେ ସକାଳେ ନିଜ ଘରେ ପ୍ରଜ୍ଞା ପାରମିତା ଧଳଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ବଢ଼ୁଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ପ୍ରଜ୍ଞାଙ୍କ ମୋବାଇଲ ଜବତ କରିବା ସହ ଏକ ଅମମୃତ୍ୟୁ ମାମଲା (ନଂ. ୮୧/୨୨)!-->…
ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍ଫୋସିଟି ଗ୍ରୀନ୍ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ!-->…