Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ନକଲି ଫେସବୁକ ଏକାଉଣ୍ଟ ଖୋଲି ମହିଳାଙ୍କୁ ବ୍ଲାକମେଲିଙ୍ଗ : ସାଇବର ଥାନା ଦ୍ଵାରା ବନ୍ଧା ହେଲା ଅଭିଯୁକ୍ତ…
ବ୍ରହ୍ମପୁର : ଜୈନିକ ମହିଳାଙ୍କ ନାମରେ ନକଲି ଫେସବୁକ ଏକାଉଣ୍ଟ ଖୋଲି ଆପତ୍ତି ଜନକ ସନ୍ଦେଶ ପଠାଇ ବନ୍ଧା ହେଲେ ଯୁବକ। ସୂଚନା ଥାଉକି ଅନନ୍ତ ନଗରର ଜନୈକା ବିବାହିତ ମହିଳାଙ୍କ ନକଲି ଫେସ୍ ବୁକ୍ ଏକାଉଣ୍ଟ ମାଧ୍ୟମରେ କେହି ଜଣେ ଦୁର୍ବୃତ ଆପତିଜନକ ସନ୍ଦେଶ ପ୍ରେରଣ କରିଥିବା ନେଇ ଗତ ମେ ମାସ!-->…
ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ପରିବାରର ୫ ଜଣ ଥାନାରେ ଅଟକ
ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ହତ୍ୟାକାଣ୍ଡ। କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ। ମୃତ ହୃଦାନନ୍ଦଙ୍କ ରକ୍ତାକ୍ତ!-->…
ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ୧୫ଥର କଲ୍ କରିଥିଲେ ଶ୍ୱେତା
ଭୁବନେଶ୍ବର: ଲେଡି ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ସୁଇସାଇଡ ସସପେନ୍ସ ଭିନ୍ନ ମୋଡ଼ ନେଇଛି । ପୋଲିସ ସ୍କାନରରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ମୃତ୍ୟୁର ଅଧଘଣ୍ଟାଏ ପୂର୍ବରୁ ସେ ସୌମ୍ୟଜିତଙ୍କୁ ୧୫ ଥର କଲ୍ କରିଥିଲେ । ରାତି ସାଢ଼େ ଗୋଟାଏ ଶେଷ ଫୋନ୍ କଲ୍ ଥିଲା!-->…
ଘରେ ଶୋଇଥିବା ବେଳେ କାନ୍ଥ ପଡି ଦୁଇ ଶିଶୁ ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗ୍ରାମରେ ଅଘଟଣ କାନ୍ଥ ପଡ଼ି ଦୁଇ ଶିଶୁ ମୃତ । ଘରେ ଶୋଇଥିବା ବେଳେ କାନ୍ଥ ପଡିଯିବାରୁ ଭାଇ ଭଉଣୀ ମୃତ । ଉଦଳା ଡାକ୍ତରଖାନାରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ!-->…
ସ୍କୁଲ ଫି’କୁ କେନ୍ଦ୍ରକରି କୁନି କୁନି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ସ୍କୁଲ କର୍ତ୍ତୃପକ୍ଷ
ଭୁବନେଶ୍ୱର: ସ୍କୁଲ ଫି'କୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ ରେ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗରେ କୁନି କୁନି ପିଲାଙ୍କୁ ଲାଇବ୍ରେରି ରୁମରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଏକ!-->…
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି। ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।
ଖବର ଅନୁସାରେ କଲିକତାର ଜଣେ ଆଇନ ଛାତ୍ର ମାସୁଦ୍!-->!-->!-->…
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଝୋରଡ଼ି ସଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ। ଗୁରୁତର ଛାତ୍ରକୁ ପ୍ରଥମେ ରେଖାପଦର ପ୍ରାଥମିକ!-->…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲାପରେ ଆତ୍ମହତ୍ୟା କଲା ସ୍ଵାମୀ
ପାଟଣାଗଡ଼: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପରେ ନିଜେ ଆତ୍ମହତ୍ୟା କଲା ସ୍ଵାମୀ। ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ଦେବିରି ପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାନୁଯାୟୀ,!-->!-->!-->…
ବେଆଇନ ମଦ ରନ୍ଧାକୁ ବିରୋଧ କରିବାକୁ ନେଇ ହତ୍ୟା : ଅଭିଯୁକ୍ତ ମାନଙ୍କୁ ବାନ୍ଧିଲା ପୋଲିସ…
ବ୍ରହ୍ମପୁର : ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମରେ ଗତ ୨୦ ତାରିଖରେ ଏକ ମୁଣ୍ଡ ବିହିନ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ବ୍ୟକ୍ତି ଜଣଙ୍କ ସେହି ଗ୍ରାମର ବୃନ୍ଦାବନ ଜାନୀ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।
ଏନେଇ ଜେମା ଶବର!-->!-->!-->!-->!-->…
ପାପରମେଟେଲା ଥାନା ଦ୍ଵାରା ବାଇକ ଚୋର ଗିରଫ…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଥାନା ଦ୍ଵାରା ଜଣେ ଅଭିଯୁକ୍ତ ଚୋର ଗିରଫ ହେବା ସହିତ କୋଟ ଚାଲାଣ ହୋଇଥିବା ସୂଚନା ମିଳିଛି l ପାପରମେଟେଲା ଥାନା ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଇଷ୍ଟ ଗୋଦାବରୀର ଚିଟି ମଣି ମହେଶ ଏକ ପଲସର ବାଇକ!-->…