ପାପରମେଟେଲା ଥାନା ଦ୍ଵାରା ବାଇକ ଚୋର ଗିରଫ…

add-all


ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଥାନା ଦ୍ଵାରା ଜଣେ ଅଭିଯୁକ୍ତ ଚୋର ଗିରଫ ହେବା ସହିତ କୋଟ ଚାଲାଣ ହୋଇଥିବା ସୂଚନା ମିଳିଛି l ପାପରମେଟେଲା ଥାନା ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଇଷ୍ଟ ଗୋଦାବରୀର ଚିଟି ମଣି ମହେଶ ଏକ ପଲସର ବାଇକ ଚୋରି କରି ନେଉଥିବା ବେଳେ ପୁଲିସ ହାତରେ ଧରା ପଡିଛି, ପାପରମେଟେଲା ଥାନା ଅଧିକାରୀ ରଜନୀକାନ୍ତ ଦୀପ ଥାନାର ଏକ ମାମଲା ରୁଜୁ କରି କେସ ନମ୍ବର 11/2022, IPC ଧାରା u/s-379 ଏବଂ 411 କୁ ପାଥେୟ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l

ad-week
Leave A Reply

Your email address will not be published.