Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କଟକ ନରସିଂହପୁରରେ ଆଉ ଏକ ଗୁଳିବିଦ୍ଧ ଦନ୍ତା ଠାବ
କଟକ: ପୁଣି ଏକ ହାତୀକୁ ଗୁଳିମାଡ଼ । ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି । ଗୁଳିବିଦ୍ଧ ହାତୀ ଅସୁସ୍ଥ ଭାବରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ଜଙ୍ଗଲରେ ବୁଲୁଛି । ମିଳିଥିବା ସୂଚନା ଅନୁଯାୟୀ ଏକ ୨୫ରୁ ୩୦ ବର୍ଷର ଦନ୍ତା ହାତୀଟି ପୂର୍ବ ବନ୍ୟାଞ୍ଚଳର ଚତରାପଦା!-->…
ମା’ର ଶବକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ପୁଅ ବୋହୂ
ଜୟପୁର: ଆଜି ବି ବଂଚିଛି ଗାତି ବିଭେଦ । ଛୁଆଁ ଅଛୁଆଁ ଭେଦ ଭାବ ପାଇଁ ପୁଅ କର୍ମର ଫଳ ଭୋଗିଲା ମା'ର ମୃତଦେହ । ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇଦେଇଥିବାରୁ ମା' ମୃତଦେହକୁ ମିଳିଲାନି ୪ କାନ୍ଧ । ଫଳରେ ରାସ୍ତାରେ ଘୋଷାରି ଘୋଷାରି ମା' ମୃତଦେହକୁ ପୁଅବୋହୂ ଶ୍ମଶାନକୁ ନେଇ ସକôାର!-->…
ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୁତ୍ତ : ସାଇବର ଥାନାରେ ଏତଲା…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ହ୍ବାଟସ ଆପ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୁତ୍ତ ।ଏ ନେଇ ଆଜି ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ସୂଚନା ଅନୁଯାୟୀ, ଡିପିରେ ସରୋଜଙ୍କ ଫୋଟୋ ଥିବା ଏକ ଫୋନରୁ କିଛି!-->!-->!-->…
ଚାଷୀଙ୍କଠୁ ୩୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲ୍ୟାମ୍ପ୍ ଏମ୍ଡି
କୋରାପୁଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ଲ୍ୟାମ୍ପର ଏମଡି ଆର ରାମାକ୍ରିଷ୍ଣା ଧାନ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଖରିଫ ଋତୁରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଏମଡି ଧରାପଡିଛନ୍ତି ।!-->…
ପୂର୍ବ ଶତ୍ରୁତାକୁ ନେଇ ମା ଆଗରେ ପୁଅକୁ ମାରିଦେଲେ ଦୁର୍ବୃତ୍ତ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଏକ ଅମାନବୀୟ କାଣ୍ଡ । ଜଣେ ମମତାମୟୀ ମା ଆଗରେ ତା ପୁଅର ଜୀବନ ନେଇ ଯାଇଥିବା ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । କେବଳ ଯେ ପୁଅକୁ ହତ୍ୟା କରାଯାଇଛି ତା' ନୁହେଁ, ମା'ଙ୍କ ସାମନାରେ ଯୁବକଙ୍କୁ ଦୁଇ ଫାଳ କରି ଦିଆଯାଇଥିବା ଦେଖାଯାଇଛି ।!-->…
ମାନସିକ ଚାପ ସହିନପାରି ବିଷପାନ କଲେ ଶିକ୍ଷୟିତ୍ରୀ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପ ସହି ନପାରି ଜଣେ ଶିକ୍ଷୟିତ୍ରୀ ବିଷ ପାନ କରିଥିବାର ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଇଂରାଜୀ ବିଭାଗର ସନ୍ତୋଷୀ ବେହେରା। ପ୍ରଧାନ!-->…
ଦିନ ଦ୍ୱିପ୍ରହରରେ ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍ସୁଗାର କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ହୋଇଛି । ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଏହି ଆକ୍ରମଣ କରାଯାଇଥିବା!-->…
ଜ୍ୱାଇଁର ଆକ୍ରମଣରେ ଶ୍ୱଶୁର ମୃତ, ମା-ଝିଅ ଗୁରୁତର
ବାଲେଶ୍ୱର: ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ଭୁଜାଲିରେ ଶାଶୁ, ଶ୍ୱଶୁର ଓ ଶାଳିକୁ ଗୋଡାଇ ଗୋଡାଇ ହାଣିଛି ଜ୍ୱାଇଁ । ଫଳରେ ଶ୍ୱଶୁରଙ୍କର ମୃତ୍ୟୁ ହୋଇଛି । ଶାଳି ଓ ଶାଶୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା!-->…
ଶ୍ରୀନଗର ଏନକାଉଣ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଜଣେ ଯବାନ ସହିଦ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ନୌହଟ୍ଟା ଅଞ୍ଚଳର ରେଡପୋରା ପାର୍କ ନିକଟରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଗୁରୁତର ଆହତ ହୋଇଥିବା ଯବାନ ସରଫରାଜ ସୋମବାର ଦିନ ସହିଦ ହୋଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସରଫରାଜଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ।
!-->!-->!-->…
ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା ଧମକ
ମୁମ୍ବାଇ :ବିଶିଷ୍ଟ ଉଦ୍ୟୋଗପତି ତଥା ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଫୋନରେ ହତ୍ୟା ଧମକ ଦିଆଯାଇଛି । ଆଜି ଜଣେ ଅଜ୍ଞାତ ବ୍ୟକ୍ତି 'ରିଲାଏନ୍ସ୍ ଫାଉଣ୍ଡେସନ୍'ର 'ହର୍କିଷନଦାସ ହସ୍ପିଟାଲ୍' ନମ୍ବରକୁ ଫୋନ କରି ଏହି ହତ୍ୟା ଧମକ ଦେଇଥିଲେ।
!-->!-->!-->…