Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଛୁରାମାଡ଼ର ଶିକାର ହେବା ପରେ ଭେଣ୍ଟିଲେଟରରେ ସଲମାନ ରୁଶଦି, ଆଖି ପ୍ରତି ବିପଦ!
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଅନ୍ତର୍ଜାତୀୟ ଇଂରାଜୀ ସାହିତ୍ୟର ଜଣାଶୁଣା ଲେଖକ ସଲମାନ ରୁଶଦିଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ଶୁକ୍ରବାର ଛୁରାମାଡ଼ ହୋଇଛି । ସଲମାନ ରୁଶଦିଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି । ସର୍ଜରୀ ପରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇପାରେ!-->…
୨୦ ଲକ୍ଷ ଟଙ୍କା ସହ ଏଟିଏମ ଲୁଟିନେଲେ ଲୁଟେରା
ସମ୍ବଲପୁର : ଏବେ ଏଟିଏମ ଲୁଟର ନୂଆ ତରିକା ଆପଣାଇଛନ୍ତି ଲୁଟେରାମାନେ । ପ୍ରଥମେ କେବଳ ଏଟିଏମରୁ ଟଙ୍କା ଲୁଟ କରୁଥିବା ବେଳେ ଏବେ ଟଙ୍କା ସହ ଏଟିଏମ ଲୁଟି ନେଉଛନ୍ତି ଲୁଟେରା । ପ୍ରଥମେ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ତ ଏବେ ପୁଣି ସମାନ ଘଟଣା ସମ୍ବଲପୁରରେ!-->…
ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ
ନୟାଗଡ଼: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ ସେହି ଫଟୋ ସେମାନଙ୍କୁ ଧରାଇଦେଇଛି। ଏହି ଘଟଣାରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ ବନ କର୍ମଚାରୀମାନେ ଗୁରୁବାର ସମ୍ପକ୍ତ ଶିକାରୀ ସଞ୍ଜୟ ସ୍ବାଇଁଙ୍କୁ ଗିରଫ!-->…
ଦୁର୍ଦ୍ଦାନ୍ତ ହାତୀ ଶିକାରୀ ଶେଖ୍ ରଜାକ ଗିରଫ
କଟକ : ରାଜ୍ୟର ଅଧା ଜଙ୍ଗଲ ଥିଲା ଶେଖ୍ ରଜାକର କବ୍ଜାରେ। ସେ ହାତୀଙ୍କ ଗତିବିଧି ନିୟନ୍ତ୍ରଣ ଓ ଶିକାର ପାଇଁ ସୁପାରି ଦେଉଥିଲା। ବଛାବଛା ଶିକାରୀ ଓ ମାଫିଆଙ୍କୁ ଟାର୍ଗେଟ୍ ବି ଦେଉଥିଲା। କେଉଁ ଅଞ୍ଚଳରେ କିଏ ଶିକାର କରିବ ଓ ଦାନ୍ତ ଆଣିଦେବ, ସେସବୁକୁ ବି ସେ ନିୟନ୍ତ୍ରଣ କରୁଥିଲା।!-->…
ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ
ପିପିଲି: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ଚାଲିଗଲା ଜଣଙ୍କ ଜୀବନ। ଆହତ ହୋଇଛନ୍ତି ୧୫ ଜଣ । ଆଜି ଅପରାହ୍ନ ୫ଟାରେ ପିପିଲି ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣକ ବସ୍ର ହେଲପର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପୂରା ପରିଚୟ!-->…
ପୁରୀ ମୁଖ୍ୟ କାରାଗାରରେ କଏଦୀ ଙ୍କ ଆତ୍ମହତ୍ୟା
ପୁରୀ: ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ସୂଚନା । ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ । ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି!-->…
ଚୋରକୁ ଚାର୍ଜର ବିକିବା ପରେ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟ ଅଚଳ
ଚାର୍ଜର ବିକି ଫସିଗଲେ ମୋବାଇଲ ଦୋକାନୀ । ଚୋରି ମୋବାଇଲ ଫୋନରୁ ଡିଜିଟାଲ ପେମେଣ୍ଟ କରି ଖସିଗଲା ଅଭିଯୁକ୍ତ । ଏବେ ସାଇବର ଥାନା ପୋଲିସ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଚଳାଇଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରୁ ସପିଂ କରିଥିଲା ଚୋର । ଭୁବନେଶ୍ୱର ବାପୁଜୀନଗରର ଏକ ଦୋକାନରୁ!-->…
ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର । ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ଜଣେ ମହିଳା ଗିରଫ ହୋଇଛନ୍ତି । ଅବକାରୀ ଫ୍ଲାଇଂ ସ୍କ୍ୱାଡ ହାତରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଲେଡି ଡଗ୍ସ୍ କୁଇନଙ୍କୁ ଗିରଫ କରାଯାଇଛି ।
!-->!-->…
ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କାର ଚୂନ ଲଗାଇଲା ସାଇବର ଠକ
ଭୁବନେଶ୍ବର: ପାଟ ଶାଢ଼ୀ ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେନ୍ଦୁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ। ଜଣେ ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ ସାଇବର ଠକ। ଅନଲାଇନରେ ବିଜ୍ଞାପନ ପରେ ଶାଢ଼ୀ କିଣିବାକୁ ଯୋଗାଯୋଗ କରିଥିଲେ ମହିଳା । ଠକ!-->…
ଅଶାନ୍ତ ଜଗଦଳପୁର : ଜିଲ୍ଲାପରିଷଦ ସ୍ୱାମୀଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିବା କୁ ନେଇ ଅଭିଯୋଗ…
କୁହୁଳୁଛି ପାଉଁଶ ତଳର ନିଆଁ...!
ବ୍ରହ୍ମପୁର : କିଛି ଦିନ ହେଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ରେ ଅଶାନ୍ତି ଲାଗି ରହିଛି l ହୁଏତ ଏହା ରାଜନୈତିକ ଶତ୍ରୁତା ଆଜି କୁହୁଳୁଛି କହିଲେ କିଛି ଭୁଲ ହେବ ନାହିଁ l ଗ୍ରାମରେ ଦେଖା ଦେଇଛି ଅଶାନ୍ତି ସୂଚନା ଥାଉକି ଗତ ୨୭!-->!-->!-->!-->!-->…