Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମହିଳାମାନଙ୍କୁ ଋଣ ଦେବାକୁ କହି ଠକୁଥିବା ସ୍ବାମୀ-ସ୍ତ୍ରୀ ଗିରଫ
ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସହଜ ଋଣ ଯୋଗାଇଦେବାକୁ କହି ଗ୍ରାମାଞ୍ଚଳରେ ମହିଳାଙ୍କ ଠାରୁ ପଞ୍ଜିକରଣ ଓ ବୀମା ନାମରେ ଟଙ୍କା ଠକି ନେଉଥିବା ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଝାରସୁଗୁଡ଼ା ଏସ୍ପି!-->…
କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF
ଫୁଲବାଣୀ :STF କବ୍ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ ବୀରେନ ମିତ୍ର ନାୟକ। ଏସ୍ଟିଏଫ୍ ଓ ଟିକାବାଲି ଫରେଷ୍ଟ ଅଫିସର ମିଳିତ ଭାବେ ଚଢାଉ କରି ବୀରେନଙ୍କୁ ଧରିଛନ୍ତି।
କନ୍ଧମାଳ ଜିଲ୍ଲା ବ୍ରାହ୍ଣଣୀପଡ଼ା ଗାଁ ନିକଟରୁ ଜବତ!-->!-->!-->…
ବଡ଼ ଧରଣର ଡକାୟତିର ପର୍ଦାଫାଶ କଲା ପୋଲିସ, ଦୁଇ ମହିଳାଙ୍କ ସମେତ ୭ ଗିରଫ
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଏକ ବଡ଼ ଡକାୟତିର ପର୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଜୁଲାଇ ୧୨ ତାରିଖ ମଧ୍ୟରାତ୍ରିରେ ବେଗୁନିଆ ଗ୍ରାମ ନିଶାମଣି ସେଠିଙ୍କ ଘରେ ତିନି ଜଣ ଦୁର୍ବୁତ୍ତ ଜୋର ଜବରଦସ୍ତ ପଶି ନିଶାମଣିଙ୍କ ମୁହଁରେ ଟେପ ଲଗାଇ, ହାତ ବାନ୍ଧି ଘରୁ!-->…
୨ ପିକ୍-ଅପ୍ ଭ୍ୟାନ୍ ମୁହାଁମୁହିଁ, ୧୫ ଶ୍ରମିକ ଗୁରୁତର
ଆନନ୍ଦପୁର: କେନ୍ଦୁଝର ସୀମାନ୍ତ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତା ସାତକୋଶିଆ ପଥୁରିଆସାହିରେ ଆଜି ଅପରାହ୍ନରେ ୨ଟି ପିକ୍-ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୫ ଜଣ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ସମସ୍ତ ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି!-->…
ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା!-->…
ଚାକିରି ଦେବା ନାଁରେ ଠକେଇ : ଚଳୁ କରିଗଲେ ୨୧ ଲକ୍ଷ ଟଙ୍କା…
ମାଲକାନଗିରି : ସରକାରୀ ଚାକିରୀ ଆଶାରେ ମାଲକାନଗିରି ଜିଲା ମାଥିଲି ଅଂଚଳରୁ ଠକାମୀର ଶୀକାର ହୋଇଛନ୍ତି ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା । ସରକାରୀ ପଦ ପଦବିରେ ନିଯୁକ୍ତି ଦେବାକୁ କହି ରଖି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ୨୧ ଲକ୍ଷ ଚଳୁ କରିଦେଲେ ଏହି ମହାଠକ ଚିନ୍ମୟ ମହାପାତ୍ର ।!-->!-->!-->…
ଯାଜପୁର ପ୍ରେମିକ ଆତ୍ମହତ୍ୟା: ବ୍ଲାକମେଲିଂ ଅଭିଯୋଗରେ ପ୍ରେମିକା ସମେତ ୪ ଗିରଫ
ଯାଜପୁର: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଚାଉଳିଆ ଗାଁର ଶେଷଦେବ ସାହୁ ଆତ୍ମହତ୍ୟା ଘଟଣାରେ ନୂଆ ଟୁଇଷ୍ଟ । ଧରା ପଡିଲା ପ୍ରେମିକାର ମିଛ ପ୍ରେମ ।
ଟଙ୍କା ପାଇଁ ପ୍ରେମ ଜାଲରେ ଫସାଇ ଯୁବକଙ୍କୁ ପ୍ରତାରିତ କରିଥିଲେ ପ୍ରେମିକା । ଏପରିକି ନୂଆ ପ୍ରେମିକ ସହ!-->!-->!-->…
ମୃତ୍ୟୁ ପ୍ରମାଣପତ୍ର ପାଇଁ ୫ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ
ଖୋର୍ଦ୍ଧା: ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବ୍ୟକ୍ତି ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ତଥା ଭାରପ୍ରାପ୍ତ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ସୂଚନାନୁସାରେ,!-->!-->!-->…
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆର୍ଆଇ
ବାଲେଶ୍ୱର:୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଡଲି ସେଠୀ । ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ ।
ସୂଚନା ଅନୁସାରେ, ତ୍ୟୁକାଳୀନ!-->!-->!-->…
ଜୟଦେବ କଲେଜରେ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର: ମାସ ମାସ ଧରି ଛାତ୍ରୀଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଗୁରୁ ଶିଷ୍ୟ ସଂପର୍କକୁ କଳଙ୍କିତ କରୁଥିବା ଏହି ଘଟଣା ଘଟିଛି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ଜୟଦେବ କଲେଜର ଇକୋନୋମିକ୍ସ ବିଭାଗର ଛାତ୍ରୀଙ୍କୁ କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଦୀର୍ଘଦିନ ଧରି!-->…