Browsing Category

ଅପରାଧ

ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ…

ଏଟିଏମ କାଟି ୩୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍‍ କରିଛନ୍ତି ଦୁର୍ବୃତ୍ତମାନେ। ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି ଲୁଟ ହୋଇଛି।…

ଦୁଇ ନାତିଙ୍କ ଠେଙ୍ଗା ମାଡ଼ରେ ଆଈ ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର…

କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁବାର ସେ ଥାନା ଆଗରେ ପୋଲିସ ସାହାଯ୍ୟ ନ କରିବାକୁ ବିରୋଧ କରି ପେଟ୍ରୋଲ୍‌ ଢାଳି ଦେହରେ…

ବାଣୀବିହାରରେ ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ବର: ବାଣୀବିହାର ପରିସରରେ ବୁଲିଲା ଖଣ୍ଡା ଓ ଭୁଜାଲି। ଉତ୍କଳ ବିଶ୍ବବିଦ୍ୟାଳୟର ପୁରୁଣା କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି। ଉଭୟ ଛାତ୍ରଗୋଷ୍ଠୀ ଗାଳିଗୁଲଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। କିଛି ଗାଡ଼ି…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବିଇଓ ଅଫିସର ମୁଖ୍ୟ କିରାଣି

ଧର୍ମଗଡ : ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗ କିରାଣୀ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଶିକ୍ଷା ବିଭାଗର ମୁଖ୍ୟ କିରାଣୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ବିଭାଗ…

ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ

ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଜନାର୍ଦ୍ଦନ ପଲାଇ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଜଳେଶ୍ୱରରେ ଥିବା ଘର, ଜଳେଶ୍ୱର ନୂଆବଜାରରେ ଥିବା କାର୍ଯ୍ୟାଳୟ, ୬୦ ନମ୍ବର ଜାତୀୟ…

ପୁଅକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ବାପା

ନୂଆପଡା ଜିଲ୍ଲା ଧରମବନ୍ଧା ଗାଁରେ ପୁଅକୁ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା। ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପୁଅର ମୃତ୍ୟୁ ପରେ ବାପା ମାନସିକ ଭାରସାମ୍ୟ ହରାଇ…

ଚୋରଙ୍କ ଅମରାବତୀ ସାଜିଛି ବୈଦ୍ୟନାଥପୁର ଥାନା ଅଞ୍ଚଳ : ପୋଲିସ କୁ ଚ୍ୟାଲେଞ୍ଜ ଦେଇ ଦିନ ବ୍ୟବଧାନରେ ହେଉଛି…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ବ୍ରହ୍ମପୁର ସହର ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରି,ଡକାୟତି, ବେଆଇନ ମଦ ବେପାର, ଏବଂ ଅନେକ ଅପରାଧ ହେଉଥିବା ସ୍ଥଳେ ଏହି କ୍ଷେତ୍ରରେ ବହୁ ପାଦରେ ଆଗରେ ରହିଛି ବୈଦ୍ୟନାଥପୁର ଥାନା ଅଞ୍ଚଳ ଏହା ଚୋର ଓ ମଫିଆ ମାନଙ୍କ ଅମରାବତୀ…

ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ହୋଇଥିବା ସୂଚନା

ଆଠଗଡ: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ଦୁଇରୁ ତିନି ଦିନ…