Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଜାମୁନି ଗ୍ରାମପଞ୍ଚାୟତ ରେ ହିଂସା : ଜଣକୁ ଵିଵତ୍ସ ଭାବେ ହତ୍ୟା ଅନ୍ୟ ଜଣେ ଗୁରୁତର…
ଗ୍ରାମରେ ପୋଲିସ ଛାଉଣୀ...
ହିଞ୍ଜିଳିକାଟୁ ୮।୬ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ପଚାଂୟତ ନିର୍ଵାଚନକୁ ନେଇ ମଙ୍ଗଳବାର ରାତ୍ରରେ ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି।ଗାଁରେ ନିର୍ଵାଚନ ହିଂସାକୁ ନେଇ କଥାକଥାରେ ବୁଲୁଛିଖଣ୍ଡା । ସଂଘବଦ୍ଧ!-->!-->!-->…
ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣା ରେ ୫ ଗିରଫ…
ବ୍ରହ୍ମପୁର :. ଗତ ୬ ତାରିଖରେ ସଦର ଥାନା ଅନ୍ତର୍ଗତ ମସିଆଖାଲି ଗ୍ରାମରେ ପୂର୍ବତନ ସରପଚଂ ମନୋଜ କୁମାର ସେଠୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତ ୬ ତାରିଖରେ ମସିଆଖଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଉତ୍ସବରେ ଅନୁଷ୍ଠିତ ନାଟକ ଉଦ୍ଘାଟନକୁ ନେଇ!-->…
ଗୁରୁତର ଅବସ୍ଥାରେ ପାହାଡ଼ରୁ ନାବାଳିକା ଉଦ୍ଧାର
ହିଂଜିଳିକାଟୁ (୭ା୬) : ହିଂଜିଳି ଥାନା ଅଂଚଳର ଏକ ଗାଁରେ ସୋମବାର ରାତିରେ ଶୀତଳଷଷ୍ଠୀ ନିମନ୍ତେ ରାମାୟଣ ନାଟକ ଚାଲିଥିଲା । ଗାଁ ର ଶେଷମୁଣ୍ଡରେ ଚାଲିଥିବା ଏହି ନାଟକ ନିକଟରେ ଥିବା ଏକ ପାହାଡ଼ରୁ ରାତିରେ ଗୁରୁତର ଓ ଅଚେତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ!-->…
ଯାଜପୁର ନେଉଳପୁର ନିକଟରେ ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ
ଯାଜପୁର: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଏହି ଜାତୀୟ ରାଜପଥ ଆଜି ନେଇଛି ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ। ସୂଚନା ମୁତାବକ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦୁର୍ଗା!-->…
ହାତୀ ଦେହରେ ବାଜିଛି ୧୦ ଗୁଳି, ଚିକିତ୍ସା ପାଇଁ ପହଞ୍ଚିଲେ ବନ ବିଭାଗ ଅଧିକାରୀ
କଟକ: ହାତୀ ଦେହରେ ବାଜିଛି ୧୦ ଗୁଳି। ନରସିଂହପୁର ଜଙ୍ଗଲରେ ବୁଲୁଛି ଏକ ଗୁଳିବିଦ୍ଧ ଦନ୍ତା ହାତୀ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତା ହାତୀ ଶରୀରରେ ୧୦ଟି ଗୁଳି ବାଜିଥିବା ଜଣା ପଡିଛି । ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ!-->…
ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କହିଲେ “ମୁଁ ମାନସିକ ରୋଗୀ”
ପୁରୀ: ରାତିକ ଭିତରେ ବଦଳିଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କ ବୟାନ। ଗତକାଲି, ମେ' ୬ ତାରିଖରେ ସଂଜୟ ପଣ୍ଡା ପୁରୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ହଟଚମଟ ଆରମ୍ଭ ହୋଇଥିଲା।
କିନ୍ତୁ ଆଜି, ମେ' ୭ ତାରିଖରେ ହଠାତ୍ ସଂଜୟଙ୍କର ବୟାନ!-->!-->!-->…
ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ୱାମୀ ଗିରଫ
ଭୁବନେଶ୍ୱର: ଅଗ୍ନିଙ୍କୁ ସାକ୍ଷୀରଖି ହାତ ଧରିଥିଲେ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା ନେଇଥିଲେ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲେ। ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ!-->…
କୁହୁଳିଲା ରାଜନୀତିକ ହିଂସା : ଖଣ୍ଡା ଚୋଟ ରେ ୩ ଆହତ ଜଣେ ଗୁରୁତର…
ବ୍ରହ୍ମପୁର ସାମ୍ବାଦିକ //ନିସର୍ତ୍ତ ନିୟୁଜ
ବ୍ରହ୍ମପୁର : ସଦର ଥାନା ଅନ୍ତଗର୍ତ ମସିହାଖୋଲି ଅଞ୍ଚଳ ରେ ପୁଣି ବୁଲିଛି ଖଣ୍ଡା l ଏଥିରେ କଂଗ୍ରେସ ର ପୂର୍ବତନ ସରପଞ୍ଚ ମୋନଜ ସେଠି ଆହତ ହେଇଥିବା ଜଣାପଡିଛି l ବର୍ତ୍ତମାନ ର ସରପଞ୍ଚ ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ଏହି ପରି!-->!-->!-->…
ଅଟୋ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୩ ମୃତ, ୫ ଆହତ
କୁଚିଣ୍ଡା: କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ତବଲାକଟା ନିକଟରେ ଅଟୋ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେଵା ଫଳରେ ୩ଜଣ ମୃତ ୫ଜଣ ଆହତ ହୋଇଛନ୍ତି l ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଂଚଳବାସୀ l ଅନ୍ୟପଟେ ଆହତମାନଙ୍କୁ କୁଚିଣ୍ଡା!-->…
ଫେରିଆସିଲେ ରାହୁଲଙ୍କ ‘ଧନ’, ଦେଖୁ ଦେଖୁ କୁଣ୍ଢାଇ ଧରି ଖୁସିରେ ଆତ୍ମହରା ହୋଇଗଲେ ସ୍ୱାମୀ
ଭୁବନେଶ୍ବର : ଗତ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଜଣେ ଯୁବକଙ୍କ ଭିଡିଓ ବେଶ ଭାଇରାଲ୍ ହୋଇଥିଲା । ଭିଡିଓରେ ଜଣେ ଯୁବକ କାନ୍ଦି କାନ୍ଦି କହୁଥିଲେ 'ତୁ କଉଠି ଅଛୁ ଫେରିଆ… ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ସ୍ତ୍ରୀ ଫେରାର୍ ପରେ ଏମିତି ବାହୁନି ବାହୁନି କାନ୍ଦୁ୍ଥିଲେ ସ୍ୱାମୀ।!-->…