Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କାଉନସିଲ ବୈଠକରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଥାନାରେ ମାମଲା
ଭଦ୍ରକ : ଭଦ୍ରକ କାଉନସିଲ ବୈଠକରେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକୁ ନେଇ ତୁମୁଳ କାଣ୍ଡ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଭଦ୍ରକ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍ସିଲର ପ୍ରବୀର!-->…
ପୁରୀ ଗୁଳିକାଣ୍ଡ ଘଟଣା: ୪ ବନ୍ଧୁକ ଜବତ ସହ ୭ ଗିରଫ
ପୁରୀ: ପୁରୀ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ଗୁଳିକାଣ୍ଡ ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ, 'ପୁରୀ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ସମୟରେ ୪ଟି ବନ୍ଧୁକ!-->…
ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ଭୁବନେଶ୍ୱର: ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ ଫେକ୍!-->…
ବେଆଇନ ଗର୍ଭ ନିରୂପଣ କୁ ଲଗାମ ନାହିଁ : ଏବେ ବି ଭୃଣ ହତ୍ୟା ଚାଲିଛି ଘରୋଇ କ୍ଲିନିକ ରେ..!
ବ୍ରହ୍ମପୁର : କିଛି ଦିନ ର ବ୍ୟବଧାନ ପରେ ପୁଣିଭୃଣ ହତ୍ୟା ର କାହାଣୀ ବ୍ରହ୍ମପୁର ସହର ରେ ଦେଖିବାକୁ ମିଳିଛି. ନୂଆ ଏସ ପି ଯୋଗଦାନ ପରେ ସାଙ୍ଘାତିକ ବିଷୟ ଉପରେ ଆଜି ସେ ତଥ୍ୟ ରଖିଛନ୍ତି. ଯାହା ସ୍ୱାସ୍ଥ୍ୟ ବିଭାଗ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି! ମାଳ ମାଳ କ୍ଲିନିକ ଭିତରେ!-->!-->!-->…
କଟକ ଜଗତପୁରରେ ନକଲି କୋଲ୍ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଉପରେ ଚଢାଉ
କଟକ: କଟକ ଜଗତପୁରରେ ଏକ ମୄଦ୍ୟୁ ପାନୀୟ ଗୋଦାମ ଉପରେ ଚଢ଼ାଉ। ସିଏମସି ସ୍ୱାସ୍ଥ୍ୟ ବିଭାଗ , ଜଗତପୁର ପୋଲିସ ଓ ଫୁଡ୍ ସ୍କ୍ୱାର୍ଡ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ନିମ୍ନମାନର ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଅପମିଶ୍ରଣ ସହ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ହୋଇଛି । ପାଞ୍ଚ!-->…
ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ବିହାର ଗୟାର ବଙ୍ଗାବଜାର ଗାଁରେ ମୃତ୍ୟୁ ଘଟିଛି। ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ!-->…
ଝିଅ ଭାବି ପୁଅକୁ ବାହାହେଲେ ଯୁବକ, ଧରାପଡିବା ପରେ ଉଲଗ୍ନ କରି ଚୁଟି କାଟିଲେ ଗାଁ ଲୋକେ
ବାସୁଦେବପୁର: ବିବାହ କାର୍ଯ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ନୂଆବୋହୂକୁ ପାଇ ପରିବାରରେ ହସ ଖୁସିର ମାହୋଲ । ବର ମଧ୍ୟ ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ଅନେକ ସ୍ୱପ୍ନରେ ବିଭୋର । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳ!-->…
ବ୍ୟବସାୟୀଙ୍କୁ GST ଛାଟ, ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ
କରଞ୍ଜିଆ: ବ୍ୟବସାୟୀଙ୍କୁ CT & GST ବିଭାଗର ଛାଟ । ଟିକସ ଫାଙ୍କୁ ଥିବାରୁ ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ କରିଛି ବାଣିଜ୍ୟ କର ବିଭାଗ । ଗତ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀ ତଥା ସୁନୀଲ ସୁଲତାନିଆ, ପ୍ରଭାତ ସୁଲତାନିଆ ଓ!-->…
ବୌଦ୍ଧ ହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ସସପେଣ୍ଡ
ବୌଦ୍ଧ: ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ରେଞ୍ଜରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ବାଘିଆପଡ଼ା ସେକ୍ସନ ଫରେଷ୍ଟର ସୁଶୀଳ ହୋତା, ଜାମଖୋଲ ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତିରଞ୍ଜନ ବାରିକ ଓ ଫରେଷ୍ଟ!-->…
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଜେଲ, ୫୦ ହଜାର ଜରିମାନା…
ଫୁଲବାଣୀ;- ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର । ବିଚାରଣା କରି ମାମଲାର ୧୩ ଜଣ ସାଖିଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ଘଟଣାର ଅଭିଯୁକ୍ତ!-->!-->!-->…