Browsing Category

ଅପରାଧ

ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜଗତସିଂହପୁର: ବହୁଚର୍ଚ୍ଚିତ ଜଗତସିଂହପୁର ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ମାମଲାର ପ୍ରକାଶ ପାଇଁ ଦଣ୍ଡ ବିଧାନ । ଦୁଇ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ଅନୀଲ ଦଳସିଂରାୟଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ୧୪ ବର୍ଷ ଜେଲ ସହ ୧୪ ହଜାର…

ରାଉରକେଲା : ସରକାରୀ ହସପିଟାଲ ରେ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି…

ରାଉରକେଲା ; ରାଉରକେଲା ସରକାରୀ ହସପିଟାଲ ରେ ଜଣେ ଚିକିତ୍ସାଧୀନ ରୋଗୀ ର ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏହି ଅଘଟଣ ର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି।…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ :୭୫ କିଲୋ ଗଞ୍ଜେଇ ସହ ଜଣେ ଗିରଫ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବଣୀ ନିକଟସ୍ଥ ରାଣୀ ପଥର ଗ୍ରାମ ନିକଟରେ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହୋଇଥିବା ବେଳେ ଫୁଲବାଣୀ ଅବକାରୀ ବିଭାଗ ଜବତ କରିବା ସହ ଆମ୍ବୁଲାନ୍ସ ସହ ଜଣେ ଧରl ପଡିଥିବା ବେଳେ ଆଉଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛିl ଯାହା ସୁଚନା ରହିଛି ଗତ…

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର, ୨ ଉଦ୍ଧାର ଜଣେ ନିଖୋଜ

ଢେଙ୍କାନାଳ: ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର । ଜଣେ ନିଖୋଜ । ଦୁଇ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ଜଣେ ନିଖୋଜଙ୍କୁ ଖୋଜୁଛି ଅଗ୍ନିଶମ କର୍ମଚାରୀ । ନିଖୋଜ ଛାତ୍ର ନୂଆପଡ଼ା ଗାଁର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଗଁଦିଆ…

ଝରକା ତାଡ଼ି ଘରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଅଲଙ୍କାର

ଭୁବନେଶ୍ୱର: କୋଳଥିଆରେ କଳା କନା ବୁଲାଇଲେ ଲୁଟେରା । ଝରକା ତାଡି ଘରେ ପଶିଲେ , ସୁନା ରୁପା ସହ ସବୁ ଲୁଟିନେଲେ । ଖାରବେଳ କମ୍ପ୍ଲେକ୍ସରେ ଗତ ଏପ୍ରିଲ ଏକ ତାରିଖରେ ଘଟିଥିଲା ଘଟଣା । ଭୋରରୁ ଲୁଟେରା ଲୁଟି ନେଇଥିଲେ 10 ଲକ୍ଷ ଟଙ୍କାର ଅଳଙ୍କାର । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ…

ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଜଗଦ୍ଦେବଙ୍କ କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା । ୫ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ବିଧାୟକଙ୍କ ସ୍ୱାସ୍ଥ୍ୟ…

କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା: ପୁଣି ରିମାଣ୍ଡରେ ଗଲେ ପ୍ରେମୀଯୁଗଳ

ଭୁବନେଶ୍ୱର: ତମାଣ୍ଡୋ ନିକଟସ୍ଥ ଏକ ଇନଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା । ଏହି ଘଟଣାରେ ପୋଲିସ ଏବେ ଘନଘନ ଜେରା କରୁଛି । ତେବେ ମାମଲାରେ ଗିରଫ ହୋଇଥିବା ପ୍ରେମିକ ବିକାଶ କୁମାର ଓ କଲେଜର ମହିଳା କର୍ମଚାରୀ ତଥା ପ୍ରେମିକା ପାୟଲ ମହାପାତ୍ରଙ୍କ ୩ ଦିନଆ ରିମାଣ୍ଡ ଶେଷ…

ଜେଲ ଗଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ଭୁବନେଶ୍ବର: କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଆଜି ଜେଲ ପଠାଯାଇଛି। ଜାମିନ ଆବେଦନ ଖାରଜ ପରେ ଆଜି ତାଙ୍କୁ ଜେଲ ପଠାଯାଇଛି। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସାରଦାଙ୍କୁ ଗିରଫ କରଯାଇଥିଲା। ତାଙ୍କ ଘରୁ ୩ ଲକ୍ଷ ୩ ହଜାର ଟଙ୍କା ଜବତ କରାଯାଇଥିଲା। ବିଭିନ୍ନ…

ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି RIଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଗଞ୍ଜାମ: ବାଲି ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ହୋଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର…

ନାବାଳକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ …!

ହିଞ୍ଜିଳିକାଟୁ, : ରବିବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଘୋଡାହଡ ନଦୀପଠା ନିକଟ ଖଣ୍ଡରାଗ୍ରାମ ନିକଟ ଆମ୍ବତୋଟାରୁ ନାବାଳକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ମାନେ ହେଲେ ଶେରଗଡ଼ ଥାନା ବାରସିଙ୍ଗ ଗ୍ରାମର ମୁନା ଗୈାଡ (୨୦)…