Browsing Category

ଅପରାଧ

୨୦ ଗ୍ରାମ ବ୍ରାଉନସୁଗାର ସହ ବନ୍ଧୁକ ଓ ଗୁଳି ଜବତ, ୪ ଗିରଫ…

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରୁ ଥାନା ଉନ୍ନୀତ ହେବା ପରେ ପ୍ରଥମ ଥର ପାଇଁ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବରୁଣେଇ ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଏହି ଘଟଣାରେ ବିଭିନ୍ନ ପଡ଼ୋଶୀ ଜିଲ୍ଲାର ୪ଜଣଙ୍କୁ ଗିରଫ କରିଛି।…

ମୋଟର ମରାମତି ଦୋକାନରୁ ଚୋରି, ଥାନାରେ ଅଭିଯୋଗ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଇନା ଟାଉନ ଆଜାଦ ବେକ୍ରି ସମ୍ମୁଖ ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ମୋଟର ମରାମତି ଦୋକାନରୁ ଚୋରି ହୋଇଥିବା ନେଇ ଆଜି ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି ! ସୂଚନା ଅନୁଯାୟୀ ଦୋକାନୀ ମାଲିକ ଜୟନ୍ତ ନାନୱାର

ସରକାରୀ ସଂସ୍ଥାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ଲାଞ୍ଚ ଘଟଣାରେଦୁଇଜଣ ଗିରଫ…

ମାଲକାନଗିରି,: ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ନେଇ ଚାକିରି ଦେବା ଘଟଣାରେ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ମେଡିକାଲ ରେ ବିଭିନ୍ନ ପଦ ପଦବୀ ନିମନ୍ତେ ଲାଞ୍ଚ ନେଇ ନିଯୁକ୍ତି ଦିଆଯାଇ ଥିବା

ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ…

ପାରାଦୀପ: ଗତ ଶୁକ୍ରବାର ପାରାଦୀପ ପୋର୍ଟରେ ଲାଗିଥିବା ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା କୋକେନର ହେବ ମାନ ନିରୂପଣ । ଏଥିପାଇଁ ଜାତୀୟ ଫରେନସିକ୍ ଲାବରୋଟୋରିକୁ ଏହି କୋକେନର ସାମ୍ପଲ ପଠାଯିବ । ଏନେଇ ସୂଚନା ଦେଇଛି କଷ୍ଟମସ୍ ବିଭାଗ । ତେବେ ଜାହାଜଟି ଇଣ୍ଡୋନେସିଆ ଗ୍ରେସିକ

ଯୁବତୀଙ୍କୁ ଦୁଷ୍କର୍ମ ମାମଲା: କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

କଟକ : କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବଢ଼ିଲା ଅଡୁଆ। ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ସୌରିନ୍‌ ଆଗୁଆ ଜାମିନ୍‌ ପାଇଁ

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ କମୁଛି, ସାମଗ୍ରିକ ଭାବେ ବଢ଼ିଛି

ଭୁବନେଶ୍ୱର: ୨୦୨୨ ପାଇଁ ଓଡ଼ିଶାର ଅପରାଧ ପରିସଂଖ୍ୟାନ ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରିଛି। ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ୨୦୨୧ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧରେ

ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର

ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ । ପପୁନିକୁ ହତ୍ୟା

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜିଆରଏସକୁ ୩ ବର୍ଷ ଜେଲ ୫ ହଜାର ଜରିମାନା…

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ଆଜି ଏକ ଲାଂଚ ନେବା ମାମଲାର ବିଚାରଣା କରି ମାମଲାର ଅଭିଯୁକ୍ତ ବୌଦ୍ଦ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡା ପଂଚାୟତର ଗ୍ରାମରୋଜଗାର ସେବକ ପାଣ୍ଡବ ମାହଲ (୪୩) କୁ ସରକାରୀ ଅର୍ଥ ଆତ୍ମସାତ

ମୋବାଇଲ ଚୋର ଗିରଫ , ୩ ମୋବାଇଲ ଜବତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଶ୍ରମ ଶକ୍ତି ମହାବିଦ୍ୟାଳୟ ନିକଟରୁ ଚଳିତ ବର୍ଷ ଗତ ଅକ୍ଟୋବର ୯ ତାରିଖ ଦିନ ଜଣେ ଛାତ୍ରୀଙ୍କ ହାତରୁ ଜଣେ ଦୁର୍ବୃତ୍ତ ମୋବାଇଲ ଛଡ଼ାଇ ନେଇଯାଇଥିବାକୁ ନେଇ ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ହେଇଥିଲା !

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜିଆରଏସକୁ ୩ ବର୍ଷ ଜେଲ ୫ ହଜାର ଜରିମାନା…

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ଆଜି ଏକ ଲାଂଚ ନେବା ମାମଲାର ବିଚାରଣା କରି ମାମଲାର ଅଭିଯୁକ୍ତ ବୌଦ୍ଦ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡା ପଂଚାୟତର ଗ୍ରାମରୋଜଗାର ସେବକ ପାଣ୍ଡବ ମାହଲ (୪୩) କୁ ସରକାରୀ ଅର୍ଥ ଆତ୍ମସାତ