Browsing Category

ଅପରାଧ

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶ

ଦେବଗଡ :ଗତ ୨୦୧୫ ମସିହାରେ ଦେବଗଡ ଜିଲା କୁଣ୍ଢେଇଥାନା ଅନ୍ତର୍ଗତ ଘୋଡାପକା ଗ୍ରାମରେ ସଂଘଟିତ ହତ୍ୟା ମ।ମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୌରାଜଜ ସନ୍ତୋଷ କୁମାର ନାୟକ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଏଥିସହ ୨ହଜାର ଟଂକା ଅର୍ଥଦଣ୍ଡରେ

ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ, ଜଣେ ଗୁରୁତର : ଆକ୍ରମଣକାରୀ ଗିରଫ, ଛୁରୀ ଜବତ…

ହିଞ୍ଜିଳିକାଟ : ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ରାଜନୈତିକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ

ନିସର୍ତ୍ତ ରେ ଖବର ପ୍ରକାଶ ପରେ ଆସିକା ରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ର ଚଢ଼ାଉ …

ଭୁବନେଶ୍ୱର ଭିଜିଲାନ୍ସ ଅଫିସର ଙ୍କୁ ଦେଖି କାନ୍ଥ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ….! ବ୍ରହ୍ମପୁର : ୩୦-୧୧ ଗତ କାଲି ନିସର୍ତ୍ତ ରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ କୋମା ରେ ବୋଲି ଖବର ପ୍ରକାଶ ପାଇଥିଲା।ଆଜି ଭୁବନେଶ୍ୱର ର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକା ସଙ୍ଗେ

ଲଜ୍ୟା ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ,ଥାନାରେ ଏତଲା..

ଫୁଲବାଣୀ : ସଦର ବ୍ଲକ ଅନ୍ତର୍ଗତ ଏକ ଆଶ୍ରମ ବିଦ୍ୟାଳୟର ଜନୈକା ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ଜଣକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଗତ

ନକଲି ଟଙ୍କା ଦେଇ ଛେଳି ନେଇଗଲା ମାଉଁସ ଚୋର…

ବେଗୁନିଆ: ଛାଡ଼ଖାଇରେ ଆମିଷର ବଢିଛି ଚାହିଦା । ଏହାକୁ ନଜରରେ ରଖି ଗ୍ରାମାଞ୍ଚଳ ଉପରେ ଦୃଷ୍ଟି ରଖିଛନ୍ତି ଛେଳି ଚୋରାଳି। ନକଲି ଟଙ୍କା ଦେଇ ଅସାଧୁ ବେପାରି ମଫସଲିଆ ଲୋକଙ୍କୁ ଲୁଟି ନେଉଥିବାର ଦେଖିବାକୁ ମିଳିଛି। ନଅ ହଜାର ଟଙ୍କାର ଜାଲନୋଟ ହାତରେ ଧରାଇ ଛେଳିନେଇ ଛୁ ।…

ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା…

ଭୁବନେଶ୍ୱର: କଳାକନା ବୁଲାଇଲା କାମବାଲି । ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍ । ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲି ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି। ଏହି ଚୋରିର ଦୃଶ୍ୟ…

ରାଜଧାନୀରୁ ୧୦ ଚୋରୀ ସାଇକେଲ ଜବତ, ୨ ଗିରଫ…

ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଡଗଡ ଥାନା ପୋଲିସ ।…

ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ…

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ। ସୂଚନା ଅନୁସାରେ…

ମତ୍ସ୍ୟଜୀବୀଙ୍କ ଟାର୍ଗେଟରେ ଗହିରମଥା : ଵନଵିଭାଗ ଆଖିରୁ ହଜୁଛି ନିଦ, ଜଵତ କରିଛି ଟ୍ରଲର ସହ ୧0 ମତ୍ସ୍ୟଜୀବୀ ଗିରଫ..

ରାଜନଗର -28.11.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଅଲିଭରିଡଲେଙ୍କ ଏନ୍ତୁଡିଶାଳ ହୋଇଥିବା ଵେଳେ ସାମୁଦ୍ରିକ ଅଭୟାରଣ୍ୟରେ ମତ୍ସ୍ୟଜୀବୀଙ୍କ ଲାଗି ରୋକ୍ ଲାଗି ଥିବାରୁ ଵନବିଭାଗକୁ ଚାଲେଞ୍ଜ ଦେଇ ଵାରମ୍ବାର ନିରମ ଭଙ୍ଗ କରି ମାଛ ମାରୁଥିବାରୁ ଵନ ବିଭାଗ ୧୦ଜଣ

ମହିଳା କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ କୋର୍ଟ ଚାଲାଣ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଳ ପଞ୍ଚାୟତ ସ୍ଥିତ ଡୁକାଟୋଲି ରେ ଚଳିତ ମାସ ୨୬ ତାରିଖ ରବିବାର ଦିନ ରାତ୍ର ପ୍ରାୟ ୧୧ଟା ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ! ପ୍ରାପ୍ତ ସୂଚନା ଅନୁଯାୟୀ ଡୁକାଟୋଲିର ନିବାସୀ ଜନୈକା ୪୫ ବର୍ଷର ମହିଲାକୁ