କାଳିଆପଡା ଘାଟିରେ ଓଲଟିଲା ଟିପ୍ପର ଡ୍ରାଇଭର ନିଖଜ…

add-all


କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା କାଳିଆପଡା ଘାଟିରେ ଆଜି ରାତି ୧୧ ଘଣ୍ଟିକା ସମୟରେ ଓଲଟିଲା ଫ୍ଲାୟାସ ବୋଝେଇ ଟିକ୍ପର ।ଦୃଘଟଣା ସମୟରେ ଗାଡି ଭିତରେ ୩ଜଣ ଥିଲେ।ସେଥିମଧ୍ୟରୁ ୨ଜଣ କୁ ଖବର ପାଇ ଟିକିରି ୧୦୮ କର୍ମର୍ଚାରି ବିନଦ ନାଏକ ଓ ଅନ୍ୟ ୨ଜଣ କର୍ମଚାରୀ ମିଶି ଉଧ୍ୟାର କରି ଟିକିରି ପ୍ରାଥମିକସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଚିକିତ୍ସା ଚାଲିଛି କିନ୍ତୁ ଡ୍ରାଇଭର ନିଖଜ ଅଛନ୍ତି।ଖବର ପାଇ ଟିକିରି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଘୋଟଣାସ୍ଥଳକୁ ଏଏସଆଇ ମୋନଜ ଜେନା ଓ ଅନ୍ୟ କର୍ମଚାରୀ ମାନଙ୍କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.