ସେକ୍ସ ରାକେଟ ଠାବ: ୧୪ ଗିରଫ, ୧୩ ଯୁବତୀ ଉଦ୍ଧାର

add-all

ଝରସୁଗୁଡ଼ା:  ଢାବାରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌। ଉଦ୍ଧାର ହେଲେ ୧୩ ଯୁବତୀ। ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପଞ୍ଚପଡ଼ାର ଏକ ଢ଼ାବାରେ ସେକ୍ସ ର‍୍ୟାକେଟ ଚାଲୁଥିବା ଖବର ପାଇ ଚଢାଉ କରିଥିଲା ପୋଲିସ।

ରେଡ୍‌ ବେଳେ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ। ଚଢ଼ାଉ ସମୟରେ ବହୁ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ।

ad-week
Leave A Reply

Your email address will not be published.