ଦିନଟେ ଘୁଞ୍ଚିଲା, ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ…

Independence

ola

ଭୁବନେଶ୍ବର : ଦିନଟେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯ଟାରେ ୩୦ରେ ହେବ ନିର୍ବାଚନ। ଏନେଇ ଆଜି ସୂଚନା ମିଳିଛି। ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ଦାଖଲ କରାଯାଇଥିଲା। ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ନେଇ ସୂଚନା ମିଳିଛି। ବାଚସ୍ପତି ନିର୍ବାଚନ ବର୍ଜନ ଘୋଷଣା କରିଥିଲେ କଂଗ୍ରେସ,ବିଜେପି। ନିର୍ବାଚନ ଘୁଞ୍ଚାଇବା ଦାବିରେ ବର୍ଜନ ପାଇଁ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.