କୁମ୍ଭୀର ପାଟିରେ ଵନମାଳିଙ୍କ ମୃତ୍ୟୁ ଲାଗି ଦୁଃଖଦ ପରିବାରଙ୍କୁ ସମବେଦନା…

add-all


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବନମାଳୀ ପାତ୍ରଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଅଶୋକ ଭାଇ ଫ୍ୟାନ କ୍ଲବର ଯୁବ ଛାତ୍ର ତାଙ୍କ ବାସ ଭବନ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଦେବା ସହ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ସାନ୍ତ୍ଵନା ପ୍ରଦାନ କରିଥିଲେ। ।

ad-week
Leave A Reply

Your email address will not be published.