୫୭୭ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ…

add-all

ନିମାପଡା : ଆଜି ନିମାପଡା ଟାଉନହଲ୍ ଠାରେ ନିମାପଡା ବ୍ଲକ ତରଫରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାତୋଟି ପଞ୍ଚାୟତ ଶଗଡା, ବଡ଼ମାଚ୍ଛପୁର,ବାମନାଳ, ସଲଙ୍ଗ, ଅରିସଣ୍ଡ , ଧଳେଶ୍ଵର ଓ ତମ୍ପାଳ ର ୫୭୭ ଜଣ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିଥିଲେ ।ଏହି ଭତ୍ତା ବଣ୍ଟନ ମେଳା ରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ଉପାଧ୍ୟକ୍ଷା ଅନୁସୟା ମହାନ୍ତି,ବିଡ଼ିଓ ବସନ୍ତ ମଲ୍ଲିକ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ବ୍ଲକ ବିଜେଡି ସଭାପତି ଅଶୋକ ସାହୁ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ।

ad-week
Leave A Reply

Your email address will not be published.