ଦାରିଙ୍ଗ ବାଡ଼ିରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ…

add-all

ଦାରିଙ୍ଗବାଡ଼ି, ୧୫/୧୦ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆଜି କଂଗ୍ରେସ ଦଳ ପକ୍ଷରୁ ବ୍ଲକ ମହକୁମାରେ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ରୁଦାମଳିକ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ବିଳାସିନୀ ନାୟକ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ଶ୍ୟାମଘନ ପ୍ରଧାନ, ବ୍ଲକ ସଭାପତି ପ୍ରଦୀପ ନାୟକ, କରୁଣା ପ୍ରଧାନ, ଶରତ ପ୍ରଧାନ, ସନ୍ତୋଷ ପ୍ରଧାନ, ବରିଷ୍ଠ କର୍ମୀ ବ୍ୟାଦ୍ୟାଧର ନାୟକ, ଭାସ୍କର ନାୟକ, କ୍ରୀଷ୍ଣାପ୍ରିୟା ପ୍ରଧାନ, ଜ୍ୟୋତି ନାୟକ, ମିନୁରା ପ୍ରଧାନ, ଯୁବ ନେତା ଏନସ ପ୍ରଧାନ, ଲୁଲୁ, ଜ୍ୟୋତି ଲିମା, ଅମୂଲ୍ୟ ନାୟକ ଓ ଲିୟ ନାୟକ ପ୍ରମୁଖଙ୍କ ସହିତ ଅଞ୍ଚଳର ବହୁ ମହିଳା ଓ ପୁରୁଷ କର୍ମୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.