ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ହୋଟେଲ ‘ଅନୁରାଗ’ର ମ୍ୟାନେଜରଙ୍କୁ ଜେରା…

Independence

rrsd

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ହୋଟେଲ ‘ଅନୁରାଗ’ର ମ୍ୟାନେଜର ଦିନେଶ ରାଏଙ୍କୁ ଜେରା କରାଯାଇଛି। ଏଚଆରପିସି ଡିଏସପି ବନିତା ମାଝୀ ଦିନେଶ ରାଏଙ୍କୁ ଜେରା କରିଛନ୍ତି। ଦିନେଶ ରାଏଙ୍କର ୧୬୧ ବୟାନ ରେକର୍ଡ ସହ ଅଡିଓ ଭିଡିଓ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୬ ରାତ୍ରିରୁ ୧୭ ତାରିଖ  ଅପରାହ୍ଣ ପର୍ଯ୍ୟନ୍ତ ହୋଟେଲ ଅନୁରାଗରେ ଥିଲେ ସୁସ୍ମିତା ମିଞ୍ଜ।

ଏଣେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଏଏସଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଏଡିଏମ ଅଫିସ ଘେରାଉ କରାଯାଇଛିl

ad-week
Leave A Reply

Your email address will not be published.