ପୁରୁଷୋତ୍ତମପୁର ବିଡ଼ିଓ ଭାବେ ମନୋଜ ନାୟକ ଯୋଗ ଦେଲେ…

add-all

ପୁରୁଷୋତ୍ତମପୁର : ଆଜି ପୁରୁଷୋତ୍ତମ ପୁର ବ୍ଲକ କାର୍ଯ୍ୟଳୟ ରେ ମନୋଜ ନାୟକ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ।ବ୍ଲକ ର ସମସ୍ତ କର୍ମଚାରୀ ଓ ସରପଞ୍ଚ, ସମିତି ସଭ୍ୟ ମାନେ ପୁଷ୍ପ ଗଚ୍ଛ ଦେଇ ସ୍ୱଗତ କରିଥିଲେ। ମନୋଜ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ସରକାର ଙ୍କ ବିଭିନ୍ନ ଯୋଜନା ଗରିବ ଶ୍ରେଣୀ ର ଲୋକେ ଯେମିତି ପାଇ ପାରିବେ ଏଥି ପ୍ରତି ନିର୍ବାଚିତ ପ୍ରତିନିଧି ମାନେ ଆଗକୁ ଆସି ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ସାଧରଣ ଲୋକ ବ୍ଲକ କୁ ଆସିଲେ ଉତ୍ତମ ବ୍ୟବହାର ଦେଖାଇବାକୁ କର୍ମଚାରୀ ମାନଙ୍କୁ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଡ଼ିଓ ବିଜୟ କୁମାର ବେହେରା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.