ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

add-all

ଫୁଲବାଣୀ : ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଵିଜୟ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଳକ ସଭାପତି ଏବଂ ପୌରପରିଷଦର ନଗର ସଭାପତିଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଫୁଲବାଣୀ ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ପିପିଲିର କିଶୋର ଛୋଟ ରାୟ, କନ୍ଧମାଳ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର,ରାଜ୍ଯ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅନିମା କହଁର, ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୁନମ କହଁର,ବିଜେଡି ଯୁବ ସଭାପତି ବିଶ୍ନୁ ଚରଣ ମଲ୍ଲିକ,ଉପସଭାପତି ପାର୍ଥ ସାରଥି ବିଶ୍ଵାଳ, ଛାତ୍ର ସଭାପତି ସୁନୀଲ ସେଠୀ,ଚକାପାଦ ବ୍ଲକ ସଭାପତି ରାଜେଶ ଦିଗାଲ, ଫୁଲବାଣୀ ବ୍ଳକ ସଭାପତି ବାଳକୃଷ୍ଣ ସାହୁ, ଫୁଲବାଣୀ ପୌର ପରିଷଦର ନଗର ସଭାପତି ବିମଳ ପାଢୀ, ପୌର ଉପାଧ୍ୟକ୍ଷା ପାୟଲ ବେହେରା,ଫିରିଙ୍ଗିଆ ବ୍ଳକ ସଭାପତି ରଜନୀ ପ୍ରଧାନ, ଖଜୁରୀପଡା ବ୍ଳକ ସଭାପତି ପଙ୍କଜ ମଲିକଙ୍କ ସମେତ ପ୍ରତ୍ୟେକ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.