ଜମି ବିବାଦକୁ ନେଇ ଥାନାରେ ଅଭିଯୋଗ, ଥାନାରେ ହିଁ ସମାଧାନ !

add-all

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ ଅଣ୍ଡାଳି ଜାମବାହାଳ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଳି ଗ୍ରାମର ଜଣେ ବ୍ୟକ୍ତି ଘର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା | ଘର ନିର୍ମାଣ କରୁଥିବା ବ୍ୟକ୍ତି ମଧ୍ୟ ପଡୋଶୀ ଙ୍କ ବିରୋଧ ରେ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଉକ୍ତ ଘଟଣାକୁ ନେଇ ଦୁଇ ପକ୍ଷକୁ ଥାନାରେ ଆଜି ଡକାଯିବା ସହ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଗୁଲବଧନ ମାଝୀ ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ବୁଝା ସୁଝା କରି ଥାନାରେ ଏକ ବଣ୍ଡ ଉଭୟ ପକ୍ଷଙ୍କୁ ଲିଖିତ କରାଇ ସମାଧାନ କରାଇ ଥିବା ଜଣାପଡିଛି |

ad-week
Leave A Reply

Your email address will not be published.