ଗହିରମଥା ଵନକର୍ମଚାରୀଙ୍କ ସଫଳତା, ଟ୍ରଲର ସହ ୧୧ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

add-all


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଵେଆଇନ ଭାବେ ମାଛ ମାରୁଥିବା ମା ବନଦୁର୍ଗା ନାମକ ଟ୍ରଲର ସହ ୧୧ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣା ସୂଚନା ଦେଇଛନ୍ତି। ଖଵର ମୁତାବକ ବାବୁବାଲି ଠାରୁ ପ୍ରାୟ ୪୦/୪୫କି.ମି ଦୂରରେ ନିଷେଧାଦେଶକୁ ଖାତିରି ନ କରୀ ବେନୀୟମ ଭାଵେ ଏହି ଟ୍ରଲରରେ ମାଛ ମାରୁଥିଲେ। ଖବର ପାଇ ସମୁଦ୍ରରେ ପେଟ୍ରୋଲିଂ କରୁଥିବା ବନ କର୍ମଚାରୀ ରେଞ୍ଜରଙ୍କ ନିର୍ଦେଶ।

ପ୍ରକାରେ ଟ୍ରଲର ଓ ଦୁଇଟି ଭିଏଚ୍ଏଫ୍ ଗୋଟିଏ ଜିପିଏସ୍ ,ଗୋଟିଏ ଫିସ୍ ଫାଇଣ୍ଡର ଓ ୪ଟି ଜାଲ ଜଵତ କରିବା ସହ ୧୧ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.