ଦୋହା ଡାଇମଣ୍ଡ ଲିଗ୍, ଜାଭେଲିନ୍ ଥ୍ରୋରେ ଦ୍ଵିତୀୟ ସ୍ଥାନରେ ନୀରଜ

add-all

ନୂଆଦିଲ୍ଲୀ : ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ନୀରଜ ଜାଭେଲିନକୁ ୮୮.୩୬ ମିଟର ଦୂରତାରେ ଫିଙ୍ଗି ଦେଇଥିଲେ ଏବଂ ମାତ୍ର ଦୁଇ ସେଣ୍ଟିମିଟର ବ୍ୟବଧାନରେ ଶୀର୍ଷ ସ୍ଥାନରୁ ବଞ୍ଚିତ ହୋଇଥିଲେ। ଜାକବ ଭାଡଲେଜ୍ ପ୍ରଥମ ସ୍ଥାନରେ ରହିଥିଲେ। ଏସୀୟ କ୍ରୀଡ଼ା ପଦକ ବିଜେତା କିଶୋର ଜେନା ୭୬.୩୧ ମିଟର ଥ୍ରୋ କରି ନବମ ସ୍ଥାନରେ ରହିଛନ୍ତି।

ad-week
Leave A Reply

Your email address will not be published.