ବନଜୋସ୍ନା ସାହିତ୍ୟ ସଂସଦର ରଜ ଉତ୍ସବ ୨୦୨୪ ଉଦଘାଟିତ…

add-all

ଫୁଲବାଣୀ :ବନଜୋସ୍ନା ସାହିତ୍ୟ ସଂସଦ ତରଫରୁ ରଜ ଉତ୍ସବ ୨୦୨୪ ଉଦଘାଟିତ ହୋଇ ଯାଇଛି। ଏହି ରଜ ଉତ୍ସବ ଆଗାମୀ ୧୭ ଜୁନ ପର୍ଯ୍ୟନ୍ତ ଫୁଲବାଣୀ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ଉଦଘାଟନ ଉତ୍ସବରେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ଜିଲ୍ଲା.. ଶିଶୁ ସୁରକ୍ଷା ଅଧିକାରୀ ଶ୍ରମତି ରଶ୍ମିତା କରଣ, ଜିଲ୍ଲା ମିଲଟ ମିଶନ ସଂଯୋଜିକା ସବିତା ସୁବୁଦ୍ଧି ଯୋଗ ଦେଇଥବା ବେଳେ ଶ୍ରମତି ନିହାରିକା ମହାନ୍ତି ସଭାପତିତ୍ୱ କରିଥିଲେ। ଶ୍ରୀମତୀ ସରସ୍ୱତୀ ସାହୁ ମଞ୍ଚ ପରିଚାଳନା ସହ ପ୍ରତିଯୋଗିତା ପରିଚାଳନା କରଥିଲେ। ରୁପାମ୍ବିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.