ପୁରୀ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସାଂସଦ ସମ୍ବିତ ପାତ୍ରଙ୍କ ଦାବି

add-all

ନୂଆଦିଲ୍ଲୀ: ଲୋକସଭାର ଶୂନ୍ୟକାଳରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟଲରେ ବର୍ଣ୍ଣ ୟୁନିଟ ଓ ସୁପର ସ୍ପେସିଆଲିଟି ୟୁନିଟ ଖୋଲିବାକୁ ଦାବୀ କଲେ ପୂରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର। ଗତ ଚନ୍ଦନ ଯାତ୍ରା ବେଳେ ଘଟିଯାଇଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ପ୍ରାଣହାନୀ ଘଟିଥିଲା।ପୂରୀରେ ଆବଶ୍ଯକୀୟ ସ୍ବାସ୍ଥ୍ୟ ସୁବିଧା ନଥିବାରୁ ଏହିଭଳି ଘଟଣା ଘଟିଗଲା ବୋଲି ସେ ଅଭିଯୋଗ କରୁଛନ୍ତି। ତେଣୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଥିପ୍ରତି ଧ୍ଯ୍ଯାନ ଦେବାକୁ ସେ ଗୃହରେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.