ଦେବୀ ନଦୀରେ ଭାସି ଯାଇ ଯୁବକ ନିଖୋଜ

add-all

ଦେବୀ ନଦୀରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଛନ୍ତି। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟରେ। ଯୁବକ ଜଣଙ୍କ ନଦୀରେ ଭାସି ଯାଉଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ନିଖୋଜ ଯୁବକଙ୍କର ପରିଚୟ ଜଣାପଡ଼ି ନାହିଁ।

ad-week
Leave A Reply

Your email address will not be published.