ଆହାର କେନ୍ଦ୍ରରେ ଅଚାନକ ପହଞ୍ଚିଲେ ବିଧାୟକ

add-all

ଚିକିଟୀ : ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଆଜି ମଧ୍ୟାହ୍ନରେ ଅଚାନକ ଚିକିଟୀ ଗଡ଼ ସ୍ଥିତ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ପରଖିବା ସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ ଏବଂ ଏସ ଏଚ ଜି ଗ୍ରୁପର ସଦସ୍ୟା ମାନଙ୍କ ସହ ଆଲୋଚନା କରି ସାଧାରଣ ଲୋକଙ୍କ ସହିତ ବସି ଆହାର କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟ ଖାଇଥିଲେ। ବିଧାୟକଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଓ ପରିଷଦର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.