ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗତକାଲି ୫୪୭ ଡେଙ୍ଗୁ ଟେଷ୍ଟିଂରୁ ୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ପହର ଦିନ ଅଧିକ ଥିଲା କାରଣ ଏହା ଦୁଇ ଦିନର ମିଳିତ ଡାଟା। ହେଲେ ଗତ ବର୍ଷ ଏହି ସମୟ ତୁଳନାରେ କମ ଅଛି।

ଗତ ବର୍ଷ ଏ ଯାଏଁ ୨୫ ହଜାର ଟେଷ୍ଟ ହୋଇଥିଲା। ଚଳିତ ବର୍ଷ ଏହା ୫୪ ହଜାର ପରୀକ୍ଷାରେ ପହଁଚିଛିା ବର୍ଷ ଆରମ୍ଭରୁ ଏଯାଏଁ ୧୪୭୩ଟି ମାମଲା ଆସିଛି।

ତେବେ ଏଯାଏଁ ମୃତ୍ୟୁ ଖବର ଆସିନି, ତଥାପି ସତର୍କ ଅଛୁ। ଡେଙ୍ଗୁ ନିୟନ୍ତ୍ରଣାଧୀନ ରହିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ad-week
Leave A Reply

Your email address will not be published.