ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’, ବିଜ୍ଞପ୍ତି ଜାରି କଲେ ସରକାର

add-all

ଭୁବନେଶ୍ୱର: ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳ ବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି।

ଭାଙ୍ଗ ଗଞ୍ଜେଇ ପତ୍ରରୁ ପ୍ରସ୍ତୁତ। ଯାହାକୁ ଧୂମପାନ, ଚୋବାଇ ଖାଇବା ଏବଂ ପଣା ଆଦିରେ ମିଶାଇ ବ୍ଯବହାର କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଏହା ବ୍ଯବହୃତ ହୋଇଥାଏ।

ad-week
Leave A Reply

Your email address will not be published.