ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା

add-all

ଭୁବନେଶ୍ୱର: ରାଜ୍ୟରେ ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି। ଏହାସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍‌‌ କରିଛନ୍ତି ମନ୍ତ୍ରୀ। ଗୋଖାଦ୍ୟ ପାଇଁ ଦୈନିକ ମିଳିବ ୫୪ଟଙ୍କା। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ଏଥିପାଇଁ ୯୦ପ୍ରତିଶତ ଋଣ ଛାଡ ବ୍ୟବସ୍ଥା ମଧ୍ୟ ରହିଛି।

ad-week
Leave A Reply

Your email address will not be published.