ଜିଲ୍ଲା ଭିତ୍ତିକ ଦାବି ନେଇ ମୁହଁରେ କଳା କନା ବାନ୍ଧି ଧାରଣା ଦେଲେ, ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଲାଣି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ଜିଲ୍ଲାର ୪୫ ଗୋଟି ସଂଗଠନ କୁ ନେଇ ଗଠିତ ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧିଛକ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ମୁହଁରେ କଳାକନା ବାନ୍ଧି ନୀରବ ଭାବେ ଧାରଣା ରେ ବସି ନିଜ ଦାବି ରଖିଥିଲେ, ଏହି ଧାରଣା ରେ ଡାବୁ ଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ର ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଡାବୁଗାଁ ର ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝୀ, ଅଖିଳ ଭାରତୀୟ ଆଦିବାସୀ ମହାସଂଘ ର ଦକ୍ଷିଣ ଓଡିଶା ସଭାପତି ଶ୍ରୀ ଅର୍ଜୁନ ଭତରା, ଶହୀଦ ସ୍ମୃତି ସଂସଦ ର ଅଧକ୍ଷ ଶ୍ରୀ ମୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ

ad-week
Leave A Reply

Your email address will not be published.