ସତ୍ୟସାଇ ସେବା ସମିତି ତରଫରୁ ପ୍ରେମ ସଞ୍ଜିବନୀ ରକ୍ତଦାନ ଶିବିର

add-all

ଫୁଲବାଣୀ : ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଫୁଲବାଣୀର ସାଇବିହାର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି l ଭଗବାନ ବାବାଙ୍କ ୯୯ତମ ଜନ୍ମତ୍ସବ ଅବସରରେ କରାଯାଇଥିବା ଏହି ଶିବିରରେ ସମୁଦାୟ ୨୭ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l ଏହି ଶିବିରକୁ ସ୍ଥାନୀୟ ଏଚ. ଡି. ଏଫ. ସି ବ୍ୟାଙ୍କ ସହାୟତା କରିଥିଲେ। ଶିବିରକୁ ସଫଳ ରୂପାୟନ କରିବା ପାଇଁ ସମିତିର ଆବାହକ ବିୟତକେଶ ତ୍ରିପାଠୀ, ବି. ଭି. ନାରାୟଣ, ବନମାଳି ପଣ୍ଡା, ରାଜିବ ନେତ୍ର ପଟନାୟକ, ସାଇରାମ ପାତ୍ର,ମନୋଜ ମିଶ୍ର, ଦେବସ୍ମିତା ସାହୁ ବି. ଅଙ୍କିତା ଓ ରକ୍ତ ଭଣ୍ଡାରର କର୍ମକର୍ତ୍ତା ସହାୟତା କରିଥିଲେ।

ad-week
Leave A Reply

Your email address will not be published.