ନୟାଗଡ଼ ଜିଲ୍ଲାରେ ନୂତନ ଶିକ୍ଷାଧିକାରୀଙ୍କ ଯୋଗଦାନ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନୂତନ ଶିକ୍ଷାଧିକାରୀ ଭାବେ ଚିତ୍ତରଞ୍ଜନ ପାଣ୍ଡେ ଯୋଗଦେଇଛନ୍ତି । ନୂତନ ଶିକ୍ଷାଧିକାରୀ ଙ୍କୁ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।ଜିଲ୍ଲା ପ୍ରାଥମିକ ସଂଘ, ନୂତନ ପେନସନଭୁକ୍ତ ପ୍ରାଥମିକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ,ବେସରକାରୀ ସ୍କୁଲ ସଂଘ ପକ୍ଷରୁ ନୂଆ ଶିକ୍ଷାଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ପୂର୍ବରୁ ନୟାଗଡ଼ ଜିଲ୍ଲାର ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ରାଜଶ୍ରୀ ପଟ୍ଟନାୟକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ କୁ ଯୁଗ୍ମ ନିର୍ଦ୍ଦେଶିକା ଭାବେ ବଦଳି ହେବା ପରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ପାଣ୍ଡେ ଙ୍କୁ ନୟାଗଡ଼ ଜିଲ୍ଲାକୁ ବଦଳି କରାଯାଇଛି ।

ad-week
Leave A Reply

Your email address will not be published.