ଆତ୍ମସମର୍ପଣ କଲେ ଦୁଇ ମାଓ ଦମ୍ପତି

add-all

ଭୁବନେଶ୍ବର: ଦୁଇ ମାଓ ଦମ୍ପତି ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ଝାଡ଼ଖଣ୍ଡର ଗଢଚିରୋଲି ଠାରେ ୪ଜଣଯାକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ପ୍ରଥମ ମାଓବାଦୀ ଦମ୍ପତି ହେଲେ ୬୩ ବର୍ଷୀୟ ବାଲାନ୍ନା ଏବଂ ତାଙ୍କ ୫୪ ବର୍ଷୀୟ ପତ୍ନୀ ବନିତା। ଠିକ୍ ସେହିପରି ମାଓନେତା ସମୀର ଓ ତାଙ୍କ ପତ୍ନୀ ମୁନ୍ନି ବି ଆତ୍ମସମର୍ପଣ କରିଛନ୍ତି। ବାଲାନ୍ନା ଡିଭିସିଏମ୍ ଓ ବନିତା ଏସିଏମ ଭାବେ ସକ୍ରିୟ ଥିଲେ। ଉଭୟ ଟେକନିକାଲ ଟିମର ସଦସ୍ଯ ଥିଲେ।

ad-week
Leave A Reply

Your email address will not be published.