ଦୀପ ତଳ ଅନ୍ଧାର ଆସିକା ଏସ.ଡ଼ି.ପିଓ କାର୍ଯ୍ୟାଳୟ ନିକଟରେ ପାର୍କିଙ୍ଗ ଯୋଗୁଁ ଟ୍ରାଫିକ ଜାମ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଉପ ଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚାରି ଚକିଆ ଯାନବାହାନ ପାର୍କିଙ୍ଗ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଲାଗି ରହୁଛି। ଏହି କାର୍ଯ୍ୟାଳୟ ନିକଟରେ ଅଦାଲତ, ବ୍ୟାଙ୍କ,ସଵ ରେଜିଷ୍ଟେର ଅଫିସ,ଡ଼ାକଘର ଓ ସ୍କୁଲ ରହିଛି। ଆସିକା ସହର ର ଜନସାଧାରଣ ଏହି ରାସ୍ତା ଦେଇ ଚିକିତ୍ସାଳୟ, ବାଣୀବିହାର,ବିନାୟକ ବଜାର, ଲକ୍ଷ୍ମୀବଜାର ଓ ବସଷ୍ଟାଣ୍ଡ କୁ ଯାତାୟାତ କରନ୍ତି। ଆସିକା ପୋଲିସ ଉପ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚାରିଚକିଆ ଯାନ ପାର୍କିଙ୍ଗ କରୁଥିବା ଯୋଗୁଁ ଯାତାୟାତ ରେ ବାଧା ହେଉଛି। ଜବର ଦଖଲ ଯୋଗୁଁ ଆସିକା ସହର ରେ ଟ୍ରାଫିକ ସମସ୍ୟା ଲାଗି ରହୁଛି।

ad-week
Leave A Reply

Your email address will not be published.