
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାରର ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ଓ ହାତୀ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ! ବିରମିତ୍ରପୁର ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ତାରି : ୧୩/୦୨/୨୫ ରିଖ ଗୁରୁବାର ଦିନ ରାଏବଗା ର ସାପ୍ତାହିକ ହାଟରେ ନୃତ୍ୟ ଗୀତ କରି ଆୟୋଜିତ କରାଯାଇ ଥିଲା ! ଆସନ୍ତୁ ସଭିଏଁ ଶପଥ ନେବା ଜଙ୍ଗଲ ସମ୍ପଦକୁ ନିଆଁ ଦାଉରୁ ରକ୍ଷା କରିବା ଜଙ୍ଗଲ ଓ ହାତୀଙ୍କ ସୁରକ୍ଷା ଆମର ଦୀକ୍ଷା ପଥ ପ୍ରାନ୍ତ ନାଟକ କରି ହାଟକୁ ଆସିଥିବା ଲୋକଙ୍କୁ ବୁଝାଇ ଥିଲେ ପୁଙ୍ଖାନୁ ପୁଙ୍ଖା ଭାବରେ ବୁଝାଇଥିଲେ !

ଏହି କାର୍ଯ୍ୟକ୍ରମରେ ରାଏବଗା ଫରେଷ୍ଟର ଶ୍ରୀଯୁକ୍ତ ଲୋକନାଥ ମେହେର, ଫୋରେଷ୍ଟ୍ର ଗାର୍ଡ ରିଙ୍କି ପାତ୍ର, ଭାଗ୍ୟ ଲକ୍ଷ୍ମୀ ସାହୁ ରେ ରତନ ମହାକୁଳ ପ୍ରମୁକା ଉପସ୍ଥିତ ରହି ସହଯୋଗ କରିଥିଲେ !