ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କୁ ପତ୍ର

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସମିତିସଭ୍ୟ ସଭ୍ୟାମାନଙ୍କ ବିକ୍ଷୋବ ଚାଲିଥିବା ବେଳେ ଆଜି ଏହାର ଅବସାନ ଘଟିଛିା ଆଠଜଣ ସମିତି ସଭ୍ୟ ସଭ୍ୟାଙ୍କ ମଧ୍ୟରେ ସାତଜଣ ସମିତିସଭ୍ୟ ସଭ୍ୟା ଆଜି ପଡିଆ ବ୍ଲକ ଅଧ୍ୟକ୍ଷା ଜମୁନା ମୁସାକିଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତିା ପଂଚାୟତ ସମିତି ସଭ୍ୟଙ୍କ ଅଭି ଯୋଗ ଅନୁ ଯାୟୀ ପଡିଆ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମୁସାକି ସମିତି ସଭ୍ୟ ସଭ୍ୟା ମାନେ ଓ ତାଙ୍କର ସହ ଯୋଗୀ ତାଙ୍କୁ ଚାପ ପକାଇ ଇସ୍ତଫା ପତ୍ରରେ ଦସ୍ତଖତ କରାିଥିବା ଅଭି ଯୋଗ ସମ୍ପୂର୍ଣ ମିଥ୍ୟା ଓ କପଳକଲ୍ପିତା ଗତକାଲି ବ୍ଲକ ର ଉ୍‌ନ୍ନୟନ ମୂଳକ କା ର୍ଯ୍ୟ ସମ୍ପର୍କରେ ସମିତିସଭ୍ୟ ସଭ୍ୟା ମାନଙ୍କୁ ନେଇ ହୋଇଥିବା ଏକ ବୈଠକରେ ସମସ୍ତେ ଅଧ୍ୟକ୍ଷାଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକଟ କରିବା ସହ ଉନ୍ନୟନ ମୁଳକ କାର୍ଯ୍ୟ ଗୁଡିକ ବିକ୍ରି କରି ଗୋପନରେ ଟଙ୍କା ଆଦାୟ, ଓ ପିସି ବାବଦରେ ଅଗ୍ରୀମ ଟଙ୍କା ପୈଠ ନ କଲେ ବିଲ ରେ ଦସ୍ତଖତ ନ କରି ମାସ ମାସ ଧରି ଫାଇଲ ରଖୁଥିଲୋ ତେବେ ଆବଶ୍ୟକ ସ୍ଥଳ ଫାଇଲ ଗୁଡିକ ଉପଜିଲ୍ଲାପାଳଙ୍କ ନିକଟକୁ ଯାଉଥିଲ । ଏଣୁ ଶ୍ରୀମତୀ ମୁସାକିଙ୍କ ସ୍ୱଇଚ୍ଛାରେ ଇସ୍ତଫା ଦେଉଛନ୍ତି ବୋଲି କହି ଦସ୍ତଖତ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ରହିଛି । ତେଣୁ ଆଜି ସମସ୍ତ ସାତଜଣ ସମିତିସଭ୍ୟ ସଭ୍ୟା ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ସାକ୍ଷାତ କରି ଅଧ୍ୟ କ୍ଷାଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ପତ୍ର ପ୍ରଦାନ କରିଛନ୍ତିା ତେବେ ଏ ସମ୍ପର୍କରେ ପଡିଆ ସମିତି ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଉପ ଜିଲ୍ଲାପାଳ ଆଗାମୀ ଦିନରେ ଏହି ଅନସ୍ତା ପ୍ରସ୍ତାବ ନେଇ ସରକାରୀ ସ୍ତରରେ ନିର୍ୱାଚନ ପ୍‌କ୍ରିୟା ରହିଛି ସେ ସମ୍ପର୍କରେ ରାଜ୍ୟ ନିର୍ୱାଚନ ଅଧଇକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇ କା ର୍ଯ୍ୟାନୁଷ୍ଠାନ ଗ୍‌ରହଣ କରିବେ ବୋଲି କହିଛନ୍ତିା

Leave A Reply

Your email address will not be published.