ଶାନ୍ତି ଶୃଙ୍ଖଳା ସହିତ ରାମନବମୀ ପାଳନ

add-all

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ରାମନବମୀ ରେଲି ଓ ସଭାଯାତ୍ରା ସମ୍ପୂର୍ଣ ହୋଇଯାଇଛି ! ଆଜି ତା: ୦୬/୦୪/୨୫ ରିଖ ଦିନ ୧୧. ୩୦ ସମୟରେ ବାଇକ ରେଲି ଇନ୍ଦରପୁର ରୁ ବାହାରି ରାଏବଗା, ଝାମନକିରା, ଜାମ୍ବାହାଲ ସଳଙ୍ଗାବାହାଲ ପର୍ଯ୍ୟନ୍ତ ଯାଇ ରାଏବଗା ହନୁମାନ ମନ୍ଦିରକୁ ୩.୩୦ ରେ ବାଇକ ରେଲି ସମ୍ପୂର୍ଣ ହୋଇଥିଲା ! ଏହି ରେଲିରେ ରାଏବଗା ଥାନା ଅଧିକାରୀ ପ୍ରାଲାହାଦ କୁମାର ପ୍ରଧାନ ନିଜର ସହକାର୍ମୀଙ୍କ ସହିତ ଉପସ୍ଥିତ ରହିଥିଲେ ! ଏବଂ ରାଏବଗା ହନୁମାନ ମନ୍ଦିର ରୁ ଶୋଭାଯାତ୍ରା ଅପରାହ୍ନ ୪. ୩୦ ରେ ଆରମ୍ଭ ହୋଇ ରାଏବଗା ଥାନା ଦେଇ ମେନ ରୋଡ ହୋଇ ଥାନା ରାଏବଗା ହାଇସ୍କୁଲ ପର୍ଯ୍ୟନ୍ତ ଯାଇ ହନୁମାନ ମନ୍ଦିରକୁ ଫେରି ଶାନ୍ତି ଶୃଙ୍ଖଳାର ସହିତ ସମ୍ପୂର୍ଣ ହୋଇଥିଲା !

ad-week
Leave A Reply

Your email address will not be published.