ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା, ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ

କଟକ : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା । ଚାବି ହଜିବା ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ। କ୍ୟାବିନେଟର ଉପସ୍ଥାପିତ ହେବା ନେଇ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି। ଏ ନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ। ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ନେଇ ରୁକୁ ହୋଇଛି ମାମଲା। ଏହି ମାମଲା ଦାୟର କରିଛନ୍ତି ଦିଲ୍ଲୀପ ବରାଳ। ମେ ୧୫ ରେ ମାମଲାର ପରବର୍ତ୍ତୀ ଶୁଣାଣି।

ad-week
Leave A Reply

Your email address will not be published.