କେନ୍ଦ୍ରୀୟ ଏମ୍ପାନେଲ୍ଡରେ ସାମିଲ ହେଲେ ସତ୍ୟବ୍ରତ ସାହୁ

add-all

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଚିବ ସମକକ୍ଷ ରାଙ୍କ ଏମ୍ପାନେଲ୍ଡରେ ସାମିଲ ହେଲେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ।

କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସତ୍ୟବ୍ରତ ସାହୁଙ୍କ ଏମ୍ପାନେଲମେଣ୍ଟକୁ ଅନୁମୋଦନ କରିଛି। ଯିଏକି ଏବେ ଓଡ଼ିଶା ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

କେନ୍ଦ୍ରରେ ସଚିବ କିମ୍ବା ସମକକ୍ଷ ପଦବୀରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡରର ଅଧିକାରୀ ସତ୍ୟବ୍ରତ।

ad-week
Leave A Reply

Your email address will not be published.