ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ : ଟ୍ରମ୍ପ

add-all

ନୂଆଦିଲ୍ଲୀ: ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ। ଯୁଦ୍ଧ ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ। ଆମେରିକା ଐତିହାସିକ ନିଷ୍ପତ୍ତିରେ ପହଞ୍ଚିବାରେ ସାହାର୍ଯ୍ୟ କରିପାରିଛି। ଉଭୟ ଦେଶର ଯୁଦ୍ଧରେ ଅନେକ ଲୋକଙ୍କର ଜୀବନ ଯାଇଥାନ୍ତା। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ବଢାଇବାକୁ ଯାଉଛି। ଜମ୍ମୁ କାଶ୍ମୀର ସମସ୍ୟାର ସମାଧାନ ବାହାରି ପାରିବ ବୋଲି କହିଛନ୍ତି ଟ୍ରମ୍ପ ।

ad-week
Leave A Reply

Your email address will not be published.