ଖରସ୍ରୋତା ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର

add-all

ଯାଜପୁର : ଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର। ପାଣିକୋଇଲି ଥାନା ତଣ୍ଡରା ତଣ୍ଡରା ଗ୍ରାମର କୈଲାସ ମଲ୍ଲିକଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ଖରସ୍ରୋତା ନଦୀ କୂଳରେ ଗାଈ ଚରାଉଥିବା ବେଳେ ନଦୀକୁ ପାଣି ପିଇବାକୁ ଯାଇଥିଲେ।
ଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର। ପାଣିକୋଇଲି ଥାନା ତଣ୍ଡରା ତଣ୍ଡରା ଗ୍ରାମର କୈଲାସ ମଲ୍ଲିକଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ଖରସ୍ରୋତା ନଦୀ କୂଳରେ ଗାଈ ଚରାଉଥିବା ବେଳେ ନଦୀକୁ ପାଣି ପିଇବାକୁ ଯାଇଥିଲେ। ସେହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣିନେଇଥିଲା।
ସେହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣିନେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ad-week
Leave A Reply

Your email address will not be published.