ଚୀନ୍‌ରେ ଭୂମିକମ୍ପ

add-all

ବେଜିଂ: ଚୀନରେ ଶୁକବ୍ରାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ‘ଏକ୍ସ’ ଜରିଆରେ ଏନେଇ ସୂଚନା ଦେଇଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ଭାରତୀୟ ସମୟାନୁସାରେ, ମେ’ ୧୬ ତାରିଖ ସକାଳ ୬ଟା ୨୯ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ।

ad-week
Leave A Reply

Your email address will not be published.