ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

youtube

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି । ଜୁଲାଇ ୭ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ଜୁନ ୨୨ ତାରିଖରେ ନବୀନଙ୍କ ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ହୋଇଥିଲା। ବିଶିଷ୍ଟ ସ୍ପାଇନ ସର୍ଜନ ଡା. ରାଜଶେଖର ଓ ତାଙ୍କ ଟିମ ଅପରେସନ କରିଥିଲେ। ୨୫ ତାରିଖରେ ସେ ଆଇସିୟୁରୁ ରୁମକୁ ସିଫଟ ହୋଇଥିଲେ। ଏବେ କିଛି ଦିନ ନବୀନଙ୍କ ଫିଜିଓଥେରାପୀ ହେବ ।

Leave A Reply

Your email address will not be published.